କେଉଁ ରାଶିର ବ୍ୟକ୍ତିଙ୍କୁ ବିବାହ କରିବେ, ପଢ଼ନ୍ତୁ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 4, 2018

କେଉଁ ରାଶିର ବ୍ୟକ୍ତିଙ୍କୁ ବିବାହ କରିବେ, ପଢ଼ନ୍ତୁ 

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜ୍ୟୋତିଷ ଶାସ୍ତ୍ରରେ ବିବାହକୁ ନେଇ ଅନେକ କଥା କୁହାଯାଇଛି। ଏଥିରେ ବିବାହର ଶୁଭ ମୂହୁର୍ତ୍ତ ଉଲ୍ଲେଖ କରାଯିବା ସହିତ ବିବାହ କେବେ କଲେ ଶୁଭ ଓ ଅଶୁଭ ସେ ବିଷୟରେ ମଧ୍ୟ କୁହାଯାଇଛି। ଏହା ବ୍ୟତିତ ବିବାହ କରିବା ପାଇଁ କେଉଁ ରାଶିର ବ୍ୟକ୍ତି ଶୁଭ, ଏହି କଥା ଉପରେ ମଧ୍ୟ ଧ୍ୟାନ ଦିଆଯାଇଥାଏ।

କୁହାଯାଏ କି ଏପରି କରିବା ଦ୍ୱାରା ବୈବାହିକ ଜୀବନ ହସଖୁସିରେ ଭରି ରହିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି କେଉଁ ରାଶିର ବ୍ୟକ୍ତି ସହ ବିବାହ କରିବା ଉଚିତ୍‌।

ମେଷ: ମେଷ ରାଶିର ବ୍ୟକ୍ତି ଜ୍ୟୋତିଷ ଅନୁସାରେ ବିଛା ରାଶିର ପୁଅ କିମ୍ୱା ଝିଅଙ୍କୁ ବିବାହ କଲେ ଭଲ।
ବୃଷ: ଏହି ରାଶିର ବ୍ୟକ୍ତି ଧନୁ ରାଶିର ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ୍‌।
ମିଥୁନ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶିର ବ୍ୟକ୍ତି ମକର ରାଶିର ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ୍ ନୁହେଁ।
କର୍କଟ: କର୍କଟ ରାଶିର ବ୍ୟକ୍ତିଙ୍କୁ କୁମ୍ଭ ରାଶିର ବ୍ୟକ୍ତିଙ୍କ ସହ ବିବାହ କରିବା ଶୁଭ ବୋଲି ଧରାଯାଇଥାଏ।
ସିଂହ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସିଂହ ରାଶିର ବ୍ୟକ୍ତି ବିଛା ରାଶି ବ୍ୟକ୍ତିଙ୍କ ସହିତ ବିବାହ କରିବା ଉଚିତ୍‌ ନୁହେଁ।
କନ୍ୟା: କନ୍ୟା ରାଶିର ବ୍ୟକ୍ତି ସିଂହ ରାଶିର ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ୍‌।
ତୁଳା: ଏହି ରାଶିର ବ୍ୟକ୍ତି କନ୍ୟା ରାଶିର ବ୍ୟକ୍ତିଙ୍କୁ ବିବାହ କଲେ ଭଲ।
ବିଚ୍ଛା:  ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିଛା ରାଶିର ବ୍ୟକ୍ତି ମେଷ ରାଶିର ବ୍ୟକ୍ତିଙ୍କୁ ବିବାହ କଲେ ଅଶୁଭ ହୋଇଥାଏ।
ଧନୁ: ଧନୁ ରାଶିର ବ୍ୟକ୍ତିଙ୍କୁ ବୃଷ ରାଶି ସହିତ ବିବାହ କରିବା ଉଚିତ୍‌ ନୁହେଁ।
ମକର: ଏହି ରାଶିର ବ୍ୟକ୍ତି କେବଳ ମିଥୁନ ରାଶିର ବ୍ୟକ୍ତିଙ୍କୁ ବିବାହ କରିବା ଭଲ।
କୁମ୍ଭ: କୁମ୍ଭ ରାଶିର ବ୍ୟକ୍ତିଙ୍କୁ କର୍କଟ ରାଶିର ବ୍ୟକ୍ତିଙ୍କ ସହ ବିବାହ କରିବା ପାଇଁ ଉଚିତ୍ ନୁହେଁ।
ମୀନ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମୀନ ରାଶିର ଜାତକଧାରୀ ବ୍ୟକ୍ତି କନ୍ୟା ରାଶିର ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଉଚିତ୍‌। ଏହା ବ୍ୟତିତ ଅନ୍ୟ ରାଶିର ବ୍ୟକ୍ତିଙ୍କୁ ବିବାହ କରିପାରିବେ।



from Odisha Reporter https://ift.tt/2yPq7SE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages