ସୁପରଷ୍ଟାର କମଲ ହସନ୍‌ଙ୍କ ଝିଅର ଅଶ୍ଲୀଳ ଫଟୋ ଲିକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 10, 2018

ସୁପରଷ୍ଟାର କମଲ ହସନ୍‌ଙ୍କ ଝିଅର ଅଶ୍ଲୀଳ ଫଟୋ ଲିକ୍‌

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ତାମିଲ୍ ସୁପରଷ୍ଟାର କମଲ ହାସନଙ୍କ ଝିଅଙ୍କ ଅଶ୍ଲୀଳ ଫଟୋ ଲିକ୍‌ ହୋଇଛି। ସୋଶାଲ ମିଡିଆରେ ଘୂରିବୁଲୁଛି ନଗ୍ନ ଫଟୋ।

ହଁ କଥାଟା ସତ। କମଲଙ୍କ ଝିଅ ଅକ୍ଷରାଙ୍କ କିଛି ପ୍ରାଇଭେଟ୍‌ ଫଟୋ ଏବେ ଘୁରିବୁଲୁଛି ମୋବାଇଲରୁ ମୋବାଇଲ୍‌। ଏହି ଭାଇରାଲ ଫଟୋକୁ ନେଇ ସେ ଏବେ ଚର୍ଚ୍ଚାରେ। ଏଯାଏଁ ଫଟୋଟିକୁ ଭାଇରାଲ୍‌ କରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ କିଛି ଜଣାପଡ଼ିନାହିଁ।

ଏପଟେ ଅକ୍ଷରା ଟ୍ୱିଟ୍‌ କରି ନିଜର ଦୁଃଖ ଜଣାଇଛନ୍ତି। ସେ ଲେଖିଛନ୍ତି, ‘ମୋର କିଛି ପ୍ରାଇଭେଟ୍‌ ଫଟୋ ଲିକ୍‌ କରାଯାଇଛି। ଏମିତି କିଏ ଓ କାହିଁକି କଲା ତାହା ମୁଁ ଏଯାଏ ଜାଣିପାରୁ ନାହିଁ। ଏହି ଘଟଣା ମୋତେ ଅନେକ ଆଘାତ ଦେଇଛି। ମୁଁ ଅତ୍ୟନ୍ତ ମର୍ମାହତ।’

ପ୍ରାଇଭେଟ୍‌ ଫଟୋ ଲିକ୍‌ ହୋଇ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀମାନଙ୍କ ମଧ୍ୟରେ ଅକ୍ଷରା ପ୍ରଥମ ନୁହଁନ୍ତି। ଏହାପୂର୍ବରୁ ଅଭିନେତ୍ରୀ ଏମି ଜ୍ୟାକ୍‌ସନ୍‌ଙ୍କର ଫୋନ୍‌ ହ୍ୟାକ୍‌ ହୋଇଥିଲା। ସେଥିରୁ ତାଙ୍କ ପ୍ରଇଭେଟ୍‌ ଫଟୋଗୁଡ଼ିକ ଲିକ୍‌ ହୋଇଥିଲା।

ଅକ୍ଷରା ତମିଲ ସୁପରଷ୍ଟାରଙ୍କ ଘରେ ଜନ୍ମ ନେଇଛନ୍ତି ସତ କିନ୍ତୁ ସେ ନିଜ ଅଭିନୟର କମାଲ ଦେଖାଇଛନ୍ତି ବଲିଉଡ୍‌ରେ। ସେ ପୁଣି ଅମିତାଭ ବଚ୍ଚନ ଓ ଧନୁ‌ଷ୍‌ଙ୍କ ଭଳି କଳାକାରଙ୍କ ସହ ଅଭିନୟ କରି। ଅକ୍ଷରା ୨୦୧୫ରେ ଫିଲ୍ମ ‘ଶମିତାଭ’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲ।



from Odisha Reporter https://ift.tt/2AXMSoF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages