କାଳୀପୂଜା ଲାଗି ଭଦ୍ରକ ଚଳଚଞ୍ଚଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 7, 2018

କାଳୀପୂଜା ଲାଗି ଭଦ୍ରକ ଚଳଚଞ୍ଚଳ

ଭଦ୍ରକ (ଓଡ଼ିଶା ରିପୋର୍ଟର):କାଳୀପୂଜା ଲାଗି ଚଳଚଞ୍ଚଳ ଭଦ୍ରକର ମାଆ ଭଦ୍ରକାଳୀଙ୍କ ପୀଠ। ମଧ୍ୟରାତ୍ରରୁ ରୀତିନୀତିରେ ମାଙ୍କ ପୂଜା ଆରମ୍ଭ ହୋଇଛି। ଆଜି ମା’ ‘ମହାକାଳୀ’ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ।ବିଶ୍ୱାସ ରହିଛି ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିଥାଏ ।ସାତଦିନ ବ୍ୟାପୀ କାଳୀପୂଜାର ଗତକାଲି ପ୍ରଥମ ଦିନରେ ମା’ଙ୍କୁ ବେଦମାତା ବେଶରେ ସୁସଜ୍ଜିତ କରାଯାଇଥିଲା

ତେବେ ଭଦ୍ରକରେ କାଳୀପୂଜା ପରମ୍ପରା ବେଶ୍ ପ୍ରସିଦ୍ଧ ଥିବାବେଳେ ସାତଦିନ ଧରି ମା’ଙ୍କୁ ଭିନ୍ନ ଭିନ୍ନ ବେଶରେ ସଜ୍ଜିତ କରାଯାଇଥାଏ । ମା’ଙ୍କ ବେଶ ଦର୍ଶନ ପାଇଁ ପୀଠରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗୁଛି ।



from Odisha Reporter https://ift.tt/2PJlVgH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages