ସ୍ୱଦେଶ ଫେରିଲେ ରଣବୀର-ଦୀପିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 18, 2018

ସ୍ୱଦେଶ ଫେରିଲେ ରଣବୀର-ଦୀପିକା

ମୁମ୍ବାଇ:ବିଦେଶରେ ବିବାହ ଉତ୍ସବ ସରିବା ପରେ ଏବେ ସ୍ୱଦେଶରେ ବଲିଉଡର ନୂଆ ଦମ୍ପତି ରଣବୀର ସିଂହ ଏବଂ ଦୀପିକା ପାଦୁକୋନ।  ଆଜି ଭୋରରେ ନବବିବାହିତ ବଲିଉଡ ତାରକା ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ଥିବା ଦୁଇ ତାରକାଙ୍କ ପ୍ରଶଂସକ ଓ ପରିବାର ବର୍ଗ ସେମାନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏପରିକି ବିମାନ ବନ୍ଦରରେ ଏହି ନୂଆ କପୁଲଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ବି ଦେଖିବାକୁ ମିଳିଥିଲା। ରଣବୀରଙ୍କ ଘର ବାହାରେ ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ନିଜ ପ୍ରଶଂସକଙ୍କୁ ନିରାଶ ନକରି ଦୁହେଁ ବାହାରକୁ ଆସିବା ସହ ସେମାନଙ୍କୁ ଦେଖା କରିଥିଲେ ।



from Odisha Reporter https://ift.tt/2TqtAiW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages