୧୪ ନଭେମ୍ବର, ବୁଧବାର: ବ୍ୟବସାୟରେ ଅଧିକ ଲାଭ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

୧୪ ନଭେମ୍ବର, ବୁଧବାର: ବ୍ୟବସାୟରେ ଅଧିକ ଲାଭ ହେବ

Rasi-Fala-2-1-1-3-2-1-2-1-2-1-1-3-4-1

ମେଷ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ପିତାମାତାଙ୍କ ସହଯୋଗ ମିଳିବ। ପରିବାର ସଦସ୍ୟଙ୍କ ଖୁସିରେ ଦିନଟି କାଟିବ।

ବୃଷ: ଚାକିରିରେ ପରିବର୍ତ୍ତନ ହୋଇପାରେ। ବ୍ୟବସାୟରେ ଅଧିକ ଲାଭ ହେବ। ଧନପ୍ରାପ୍ତିର ଯୋଗ ରହିଛି। ହାଡ଼ରେ ସମସ୍ୟା ଦେଖାଦେଇପାରେ।

ମିଥୁନ: ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଯଥା ଖର୍ଚ୍ଚାନ୍ତ ହେବେ।

କର୍କଟ: ଆଜି ଦିନଟି ଆପଣ ବନ୍ଧୁଙ୍କ ସହ ବିତେଇବେ। ପିତାମାତାଙ୍କ ସହଯୋଗ ମିଳିବ। ଦୂରସ୍ଥାନକୁ ବୁଲିବାକୁ ଯାଇପାରନ୍ତି।

ସିଂହ: ଆଜି ଦିନରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ତରବରିଆ ହୋଇ କୌଣସି କାମ କରନ୍ତୁ ନାହିଁ। ପିଲାଙ୍କୁ ନେଇ ଚିନ୍ତିତ ରହି ପାରନ୍ତି।

କନ୍ୟା: ବିଦାର୍ଥୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ବ୍ୟବସାୟରେ ଅଧିକ ଲାଭ ହେବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।

ତୁଳା: ପିତାମାତାଙ୍କ ସହ ଦିନ ବିତିବ। ବିବାହ ସ୍ଥିର ହୋଇପାରେ। ବନ୍ଧୁ ପରିଜନଙ୍କ ପାଖରୁ ଉପହାର ମିଳିବ। ଧନପ୍ରାପ୍ତି ଯୋଗ ରହିଛି।

ବିଛା: ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଭାଇଭଉଣୀଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। ଶରୀରର କୌଣସି ସ୍ଥାନରେ ଆଘାତ ଲାଗିପାରେ।

ଧନୁ: ଆଜି ଦିନଟି ମଧ୍ୟମ ଫଳ ପ୍ରଦାନ କରିବ। କୌଣସି କଥାକୁ ନେଇ ପରିବାର ସଦସ୍ୟଙ୍କ ସହ ଝଗଡ଼ା ହୋଇପାରେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ମକର: ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ପିତାମାତାଙ୍କ ଆଶୀର୍ବାଦ ମିଳିବ।

କୁମ୍ଭ: ଆଜି କୌଣସି କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଦିନଟି ଆପଣଙ୍କ ପାଇଁ ଶୁଭ ନୁହେଁ। ଆୟଠାରୁ ବ୍ୟୟ ଅଧିକ ହୋଇପାରେ।

ମୀନ: ଧାର୍ମିକ କାର୍ଯ୍ୟରେ ଭାଗ ନେଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଂଶସିତ ହେବେ। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। ।



from Odisha Reporter https://ift.tt/2T9I8Ud

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages