‘ପ୍ରାକୃତିକ ବର୍ଷାରେ ରୋମାନ୍ସ କରିବାର ସୁଯୋଗ ମିଳିନି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 8, 2018

‘ପ୍ରାକୃତିକ ବର୍ଷାରେ ରୋମାନ୍ସ କରିବାର ସୁଯୋଗ ମିଳିନି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଜୀବନରେ ପ୍ରାୟ ଅଧିକାଂଶ କେବେ ନା କେବେ ପ୍ରେମ କରିଥିବେ। କିଛି ଲୋକ ଏତେ ରଙ୍ଗୀନ୍‌ ମିଜାଜ୍‌ର ହୋଇଥା’ନ୍ତି ଯେ ପ୍ରେମ କରିବା ପାଇଁ ସେମାନଙ୍କୁ ରୋମାଣ୍ଟିକ୍‌ ପାଗ ଦରକାର। ପ୍ରେମ ପାଇଁ ପାଗ ଖୋଜୁଥିବା ଏପରି ବ୍ୟକ୍ତିତ୍ୱ ହେଉଛନ୍ତି ବଲିଉଡ୍‌ର ଲୋକପ୍ରିୟ ଓ ବରିଷ୍ଠ ଅଭିନେତା ମିହିର୍‌ ଦାସ୍‌। ଅବଶ୍ୟ ରିୟଲ୍‌ ନୁହେଁ ଆମେ କହୁଛୁ ତାଙ୍କ ରିଲ୍‌ ଜୀବନର କଥା।

ମିହିର୍‌ଙ୍କ କହିବା ଅନୁଯାୟୀ, ପ୍ରେମ କରିବାକୁ ତାଙ୍କୁ ଭଲ ଲାଗେ, କିନ୍ତୁ ବର୍ଷାରେ।

ରିୟଲ୍‌ ଲାଇଫ୍‌ରେ ବର୍ଷା ତାଙ୍କର କେତେ ପ୍ରିୟ ଏବଂ ସେ କେବେ ରିଲ୍‌ ଲାଇଫ୍‌ରେ ପ୍ରାକୃତିକ ବର୍ଷାରେ ଅଭିନେତ୍ରୀଙ୍କ ସହ ରୋମାନ୍ସ୍‌ ଦୃଶ୍ୟ କରିଛନ୍ତି କି ପ୍ରଶ୍ନର ଉତ୍ତରରେ ମିହିର୍‌ ଏମିତି କିଛି କହିଛନ୍ତି।

ଅନେକ ଫିଲ୍ମର ବର୍ଷା ଦୃଶ୍ୟରେ ସେ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିଥିବା ଦେଖାଯାଇଛି। ତେବେ କେବେ ବି ପ୍ରାକୃତିକ ବର୍ଷାରେ ଏପରି ରୋମାନ୍ସ ଦୃଶ୍ୟ ପାଇଁ ତାଙ୍କୁ ସୁଯୋଗ ମିଳି ନଥିବା ସେ କହିଛନ୍ତି।

ନିକଟରେ ଶୁଟିଂ ଚାଲିଥିବା ଏକ ଫିଲ୍ମର ଏକ ଦୃଶ୍ୟରେ କୃତ୍ରିମ ବର୍ଷାରେ ମିହିର୍‌ ହିରୋଇନ୍‌ଙ୍କ ସହ ରୋମାନ୍ସ କରିଛନ୍ତି।

ତେବେ ଏହି କୃତ୍ରିମ ବର୍ଷାରେ ରୋମାନ୍ସ କରିବା ଅଭ୍ୟାସଗତ ହୋଇଗଲାଣି ବୋଲି ସେ କହିଛନ୍ତ।



from Odisha Reporter https://ift.tt/2DsqN47

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages