ନୂଆବର୍ଷକୁ ବାଲୁକା କଳା ମାଧ୍ୟମରେ ସ୍ୱାଗତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

ନୂଆବର୍ଷକୁ ବାଲୁକା କଳା ମାଧ୍ୟମରେ ସ୍ୱାଗତ

puri-789

ପୁରୀ (ଓଡ଼ିଶା ରିପୋର୍ଟର): ନୂଆବର୍ଷକୁ ବାଲୁକା କଳା ମାଧ୍ୟମରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏବଂ ମାନସ ସାହୁ ସ୍ୱାଗତ କରିଛନ୍ତି। ସାରା ବିଶ୍ୱରେ କିଭଳି ଶାନ୍ତି ରହିବ ସେ ନେଇ ନିଜ ବାଲୁକା କଳା ମାଧ୍ୟମରେ ଦର୍ଶାଇଛନ୍ତି ମାନସ। ଏନେଇ ସେ ବାଲିରେ ସପ୍ତଶଯ୍ୟା ତିଆରି କରିଛନ୍ତି।

ସେହିପରି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପରିବେଶ ସୁରକ୍ଷା ବାର୍ତ୍ତା ନେଇ ବାଲୁକା କଳା ତିଆରି କରିଛନ୍ତି। ଏଥିରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି।



from Odisha Reporter http://bit.ly/2s1GXKj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages