ନାଚି ଗାଇ ନୂଆବର୍ଷକୁ ସ୍ୱାଗତ ଜଣାଇଲେ ରାଜ୍ୟବାସୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

ନାଚି ଗାଇ ନୂଆବର୍ଷକୁ ସ୍ୱାଗତ ଜଣାଇଲେ ରାଜ୍ୟବାସୀ

bbsr-123

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅତୀତ ହୋଇଛି ୨୦୧୮। ନୂଆ ଆଶା, ନୂଆ ସମ୍ଭାବନା ନେଇ ଆସିଛି ୨୦୧୯। ଏଥିପାଇଁ ସାରା ବିଶ୍ୱ ଉତ୍ସବ ମୁଖର।  ନୂଆବର୍ଷକୁ ସ୍ୱାଗତ ପାଇଁ ସବୁଠି ଅନୁଷ୍ଠିତ ହୋଇଥିଲା ଭବ୍ୟ ଆୟୋଜନ। ଏଥିରୁ ବାଦ ପଡ଼ିନି ଓଡ଼ିଶା। ରାଜଧାନୀର ବିଭିନ୍ନ ହୋଟେଲ, କ୍ଲବ୍‌ ଓ ପବ୍‌ରେ ଜମିଥିଲା ନାଚଗୀତର ଆସର। ନାଚି ଗାଇ କେକ୍‌ କାଟି ନୂଆବର୍ଷକୁ ସ୍ୱାଗତ କରିଥିଲେ ରାଜଧାନୀବାସୀ।

ସେହିପରି କଟକରେ ମଧ୍ୟ ବିଭିନ୍ନ ହୋଟେଲ ଓ କ୍ଲବରେ ନୂଆବର୍ଷର ଧୁମ୍ ଦେଖିବାକୁ ମିଳିଥିଲା।  ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକେ ନୂଆବର୍ଷକୁ ସ୍ୱାଗତ କରିବା ସହ ନାଚି ଗାଇ ବେଶ ମଜା ଉଠାଇଥିଲେ। ବ୍ରହ୍ମପୁର, ସମ୍ବଲପୁର ଓ ଜୟପୁର ଭଳି ସହରରେ ମଧ୍ୟ ନୂଆବର୍ଷକୁ ବେଶ୍‌ ରଙ୍ଗୀନ ଭାବେ ଲୋକେ ସ୍ୱାଗତ କରିଥିଲେ।



from Odisha Reporter http://bit.ly/2AojXtc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages