ଡିଏଫଓ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରତିବାଦରେ କରଞ୍ଜିଆ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 26, 2018

ଡିଏଫଓ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରତିବାଦରେ କରଞ୍ଜିଆ ବନ୍ଦ

6777900

ବାରିପଦା (ମାଣିକ ଲାଲ ପାଣି): କରଞ୍ଜିଆ ଡିଏଫଓ କାର୍ଯ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର ପ୍ରତିବାଦରେ ଆଜି ୧୨ଘଣ୍ଟିଆ କରଞ୍ଜିଆ ବନ୍ଦ ପାଳନ କରାଯାଉଛି। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

ବନ୍ଦ ପାଳନ ଯୋଗୁ ସହରରେ ଦୋକାନ-ବଜାର ସହିତ ଗାଡ଼ି ଚଳାଚଳ ବନ୍ଦ ରହିଛି। କ୍ରିୟାନୁଷ୍ଠାନ କମିଟି ସଦସ୍ୟମାନେ ଜାତୀୟ ରାଜପଥ ୪୯କୁ ଅବରୋଧ କରିଛନ୍ତି।

ଡିଏଫଓ କାର୍ଯ୍ୟାଳୟ ସ୍ଥାନାନ୍ତର ସମ୍ପର୍କିତ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କରଞ୍ଜିଆରେ ଜନ ଅସନ୍ତୋଷ ଦେଖାଦେଇଛି।

ଏହି ଆନ୍ଦୋଳନକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ କରିଛନ୍ତି।

 

 

 

 

 



from Odisha Reporter http://bit.ly/2Shsk0K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages