ଆପଣଙ୍କ ଲକି ନମ୍ୱର କେତେ ? ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 22, 2018

ଆପଣଙ୍କ ଲକି ନମ୍ୱର କେତେ ? ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସାଧାରଣତଃ ଦେଖା ଯାଇଥାଏ ଯେ, ପ୍ରତ୍ୟେକ ବ୍ୟକ୍ତିଙ୍କର ଗୋଟିଏ ଗୋଟିଏ ଲକି ନମ୍ୱର ରହିଥାଏ। ସେ ଘର କିଣିବା ହେଉ କିମ୍ୱା ଗାଡ଼ି ଓ ମୋବାଇଲ୍‌ ନମ୍ୱର ନେବା ହେଉ, ଏହି ଲକି ନମ୍ୱର ହିସାବରେ ହିଁ ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟ କରିଥାନ୍ତି।
ଅନେକ ଲୋକ ନିଜର ଲକି ନମ୍ୱର ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି। କୌଣସି ନୂଆ କାମ ଆରମ୍ଭ କରିବା ପୂର୍ବରୁ କିମ୍ୱା ଯାତ୍ରା କରିବା ସମୟରେ ନିଜ ଲକି ନମ୍ୱର ଅନୁସାରେ କାର୍ଯ୍ୟ କରିଥାନ୍ତି।
ଜ୍ୟୋତିଷଶାସ୍ତ୍ର ଅନୁସାରେ ଲକି ନମ୍ୱର ହିସାବରେ କାର୍ଯ୍ୟ କଲେ, ସଫଳତା ପାଇବାର ସମ୍ଭାବନା ଅଧିକ ରହିଥାଏ। ରାଶି ହିସାବରେ ସମସ୍ତଙ୍କର ଲକି ନମ୍ୱର ରହିଛି। ତେବେ  ଆପଣଙ୍କୁ କ’ଣ ନିଜର ଲକି ନମ୍ୱର ଜଣା ଅଛି, ଯଦି ଜଣା ନାହିଁ, ତେବେ ଜାଣନ୍ତୁ ଆପଣଙ୍କ ଲକି ନମ୍ୱର କ’ଣ?

ମେଷ ରାଶି: ୧

ବୃଷ ରାଶି: ୨, ୯ ଓ ୧୧

ମିଥୁନ ରାଶି: ୧୩

କର୍କଟ ରାଶି: ୭ ଓ ୧୦

ସିଂହ ରାଶି: ୦ ଓ ୮

କନ୍ୟା ରାଶି: ୩ ଓ ୫

ତୁଳା ରାଶି: ୪ ଓ ୬

ବିଚ୍ଛା ରାଶି: ୧୧ ଓ ୯

ଧନୁ ରାଶି: ୫ ଓ ୧୫

ମକର ରାଶି: ୨

କୁମ୍ଭ ରାଶି: ୧୭

ମୀନ ରାଶି: ୭ ଓ ୨୧



from Odisha Reporter http://bit.ly/2SeVaio

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages