ବାସ୍ତୁ ଅନୁସାରେ ଘରର ତାଲା କେମିତି ହେବା ଦରକାର ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 9, 2018

ବାସ୍ତୁ ଅନୁସାରେ ଘରର ତାଲା କେମିତି ହେବା ଦରକାର ଜାଣନ୍ତୁ

lock

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତାଲା ହେଉଛି ଘରର ଏକ ମୁଖ୍ୟ ଜିନିଷ।  ତାଲା ଘରକୁ ସୁରକ୍ଷା ପ୍ରଦାନ କରିଥାଏ। କନ୍ତୁ କ’ଣ ଆପଣ ଜାଣିଛନ୍ତି କି ବାସ୍ତୁ ଅନୁସାରେ ଘରର ତାଲା ହେବା ଉଚିତ୍‌।

ବାସ୍ତୁଶାସ୍ତ୍ର ଅନୁସାରେ ତମ୍ବା ତାଲା ଘର ପାଇଁ ଶୁଭ ହୋଇଥାଏ। ଏହା ସହ ତାଲା ସବୁବେଳେ ପୂର୍ବ ଦିଗରେ ଲଗାଇବା ଉଚିତ୍‌। କିନ୍ତୁ କିଛି ଲୋକଙ୍କ ଘରର ମୁଖ୍ୟ କବାଟ ଉତ୍ତର ଦିଗ ଆଡ଼କୁ ହୋଇଥାଏ। ସେମାନଙ୍କ ପାଇଁ ସୁନେଲୀ ରଙ୍ଗର ତାଲା ବ୍ୟବହାର କରିବା ଖୁବ୍‌ ଭଲ ହୋଇଥାଏ। ଅର୍ଥାତ୍‌ ସେମାନେ ପିତ୍ତଳ ତାଲା ବି ବ୍ୟବହାର କରି ପାରିବେ।

 ବାସ୍ତୁ ଅନୁଯାୟୀ ତାଲା ବ୍ୟବହାର କରିବା ଦ୍ୱାରା ଘରର ସୁରକ୍ଷା ମଜଭୁତ୍‌ ହୋଇଥାଏ। ଏହା ଦ୍ୱାରା ଘରେ ନକରାତ୍ମକ ଶକ୍ତି ବି ପ୍ରବେଶ୍‌ କରି ପାରନ୍ତି ନାହିଁ।

ଆଉ ପିତ୍ତଳ ତାଲା ପ୍ରାୟତଃ ସବୁ ରାଶିମାନଙ୍କ ପାଇଁ ଶୁଭ ହୋଇଥାଏ। କାହିଁକି ନା ପିତ୍ତଳ ରଙ୍ଗ ହଳଦିଆ ରଙ୍ଗର ହୋଇଥାଏ। ଆଉ ହଳିଆ ରଙ୍ଗ  ଗୁରୁଗ୍ରହଙ୍କ ସହ ସମ୍ବନ୍ଧିତ ଥାଏ। ଗୁରୁଙ୍କୁ ଜୀବନରେ ଖୁସିର କାରକ ମନା ଯାଇଥାଏ। ସେଥିପାଇଁ ପିତ୍ତଳ ତାଲା ବ୍ୟବହାର କରିବା ଦ୍ୱାରା ଘରେ ଖୁସି ଆସିଥାଏ।

ବାସ୍ତୁ ଶାସ୍ତ୍ରରେ କୁହାଯାଏ ଫ୍ୟାକ୍ଟ୍ରିରେ କିନ୍ତୁ ତମ୍ବା ନୁହେଁ ବରଂ ଲୁହାର ତାଲା ବ୍ୟବହାର କରିବା ଉଚିତ୍‌। ଏହାସହ ତାଲାର ଦିଗ ପଶ୍ଚିମାମୂଖୀ ହେବା ଦରକାର। କାରଣ ଲୁହାର ସମ୍ପର୍କ ଶନି ଗ୍ରହ ଥାଏ। ଲୁହାର ଜିନିଷ ବ୍ୟବହାର କରିବା ଦ୍ୱାରା ଶନିଙ୍କ କୃପା ରହିଥାଏ।  ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଶନିଙ୍କ କୃପା ଦ୍ୱାରା ବ୍ୟକ୍ତିଙ୍କୁ ବ୍ୟବସାୟରେ ଲାଭ ମିଳିଥାଏ। ଏହା ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ମଜଭୁଦ୍‌ ହୋଇଥାଏ।

 



from Odisha Reporter https://ift.tt/2RLEKxL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages