୨୭ ଡିସେମ୍ବର, ଗୁରୁବାର: ଦୁର୍ଘଟଣା ଯୋଗ ରହିଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 26, 2018

୨୭ ଡିସେମ୍ବର, ଗୁରୁବାର: ଦୁର୍ଘଟଣା ଯୋଗ ରହିଛି

Rasi-Fala-2-1-1-3-2-1-2-1-2-1-1-3-3-1-1-1-1-1-1-2-1-1-4-6

ମେଷ: ଧନପ୍ରାପ୍ତି ଯୋଗ ରହିଛି। ସନ୍ତାନକୁ ନେଇ ଚିନ୍ତିତ ରହିବେ। ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି।

ବୃଷ: ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। କୌଣସି କଥାକୁ ନେଇ ପରିବାର ସଦସ୍ୟଙ୍କ ସହ ଝଗଡ଼ା ହୋଇପାରେ। ଜୀବନସାଥୀଙ୍କ ସହଯୋଗ ମିଳିବ।

ମିଥୁନ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ପ୍ରିୟ ବନ୍ଧୁଙ୍କ ସହ ଦେଖା ହୋଇପାରେ। ଉପହାର ମିଳିବ।

କର୍କଟ: କାର୍ଯ୍ୟକ୍ଷେତ୍ରରେ ନୂଆ ଅବସର ମିଳିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ସିଂହ: ଆତ୍ମବିଶ୍ୱାସ ଦୃଢ଼ ହେବ। କୌଣସି କାର୍ଯ୍ୟ ଆଜି ଆରମ୍ଭ କରିବାକୁ ଚାହୁଁଥିଲେ ଦେଖିଚାହିଁ କରନ୍ତୁ। ମାତାପିତାଙ୍କ ସହଯୋଗ ମିଳିବ।

କନ୍ୟା: ବନ୍ଧୁଙ୍କ ସହ କୌଣସି କଥାକୁ ନେଇ ଝଗଡ଼ା ହୋଇପାରେ। ଧାର୍ମିକ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ କରିବେ। ଖାଦ୍ୟପେୟର ଯତ୍ନ ନିଅନ୍ତୁ।

ତୁଳା: ଦିନଟି ଭଲରେ କଟିବ। ମାନ-ସମ୍ମାନ ବଢ଼ିବ। ବନ୍ଧୁଙ୍କ ସହଯୋଗ ମିଳିବ।

ବିଚ୍ଛା: ଚାକିରି କରୁଥିବା ଲୋକଙ୍କର ପଦୋନ୍ନତି ହେବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଶୁଭସମାଚାର ମିଳିପାରେ।

ଧନୁ: ଅଳସୁଆ ଲାଗିବ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ। କୌଣସି କଥାକୁ ଚିନ୍ତାରେ ରହିବେ। ହନୁମାନ ମନ୍ଦିରରେ ଦୀପ ଦାନ କରନ୍ତୁ।

ମକର: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୁର୍ଘଟଣା ଯୋଗ ରହିଛି, ତେଣୁ ରାସ୍ତାରେ ଯା’ଆସ କଲା ବେଳେ ସତର୍କ ରୁହନ୍ତୁ।

କୁମ୍ଭ: ଦିନଟି ଭଲରେ କଟିବ। ଉତ୍ତମ ଭୋଜନ କରିବେ। ନୂଆ ପୋଷାକ କିଣିପାରନ୍ତି।

ମୀନ: ଗୁରୁଜନଙ୍କ ଆଶୀର୍ବାଦ ମିଳିବ। କଳା ଓ ସାହିତ୍ୟକ୍ଷେତ୍ରରେ ରୁଚି ବଢ଼ିବ। ଆତ୍ମବିଶ୍ୱାସ ବଢ଼ିବ।



from Odisha Reporter http://bit.ly/2ESIGtM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages