‘ଚାଲ୍‌ ଟିକେ ଦୁଷ୍ଟ ହେବା’ ପୋଷ୍ଟର ରିଲିଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 22, 2018

‘ଚାଲ୍‌ ଟିକେ ଦୁଷ୍ଟ ହେବା’ ପୋଷ୍ଟର ରିଲିଜ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସବୁ ସିଜିନ୍‌ରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରସ୍ତୁତ ଥାଏ ତରଙ୍ଗ ସିନେ ପ୍ରଡକ୍ସନ୍‌। ସବୁଥର ପରି ଏଥର ବି ନୂଆବର୍ଷରେ ନୂଆ ଫିଲ୍ମ ଭେଟି ଦେବାକୁ ଯାଉଛି ପ୍ରଡକ୍ସନ୍‌। ଆସୁଛି ୧୮ତମ ଚଳଚ୍ଚିତ୍ର। ନାଁ ଟିକେ ହଟ୍‌କେ।

‘ଚାଲ୍‌ ଟିକେ ଦୁଷ୍ଟ ହେବା’ ନାଁରେ ଆପଣଙ୍କ ପାଖକୁ ଆସିବାକୁ ପ୍ରସ୍ତୁତ ହେଉଛି ଏକ ଭିନ୍ନ ଧରଣର ଫିଲ୍ମ। ଫିଲ୍ମରେ ୩ ଜଣ ନବାଗତଙ୍କୁ ସାମିଲ୍‌ କରାଯାଇଛି।

ପୂର୍ବରୁ ତରଙ୍ଗ ସିନେ ପ୍ରଡକ୍ସନ୍‌ ନବାଗତ ଅଭିନେତାଙ୍କୁ ସୁଯୋଗ ଦେଇ ଆସିଛି। ଏଥର ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତା ରିଶାନ୍‌ ଏବଂ ଦୁଇଜଣ ଅଭିନେତ୍ରୀ ସାୟଲ୍‌ ଏବଂ ମହିମା ଫିଲ୍ମରେ ନୂଆ ଅଛନ୍ତି।

ଏଥିସହ ମିହିର୍‌ ଦାସ, ପ୍ରଦ୍ୟୁମ୍ନ ଲେଙ୍କା ଏବଂ ପ୍ରିୟଙ୍କା ପଟ୍ଟନାୟକଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମର ନିର୍ଦ୍ଦେଶନା ତାପସ ସରଘରିଆ ଦେଇଛନ୍ତି।

 



from Odisha Reporter http://bit.ly/2LCrI3v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages