ନଦୀ ଭିତରୁ ମିଳିଲା ଐତିହ୍ୟ କୀର୍ତ୍ତିରାଜି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 5, 2018

ନଦୀ ଭିତରୁ ମିଳିଲା ଐତିହ୍ୟ କୀର୍ତ୍ତିରାଜି

ନୀଳଗିରି (ବିଶ୍ୱମ୍ୱର ଦାସ): ମାଛ ଧରିବା ଲାଗି ଜାଲ ବିଛାଇଥିବା ବେଳେ କିଛି ମତ୍ସ୍ୟଜୀବୀ ମନ୍ଦିରର ଗୋମୁଟ ଦେଖିବାକୁ ପାଇଥିଲେ। ଏ ନେଇ ଖବର ପାଇବା ପରେ ଗାଁ ଲୋକେ ତହସିଲଦାର ଓ ଜିଲ୍ଲାପାଳଙ୍କୁ ଖବର ଦେଇଥିଲେ। ପ୍ରତ୍ନତତ୍ତ୍ୱବିତ୍‌ଙ୍କ ସହାୟତାରେ ଏହାର ଖନନ ଲାଗି ଯୋଜନା କରାଯିବ ବୋଲି ତହସିଲ୍‌ଦାର କହିଛନ୍ତି।

ଗବେଷକଙ୍କ କହିବା ଅନୁସାରେ, ପୂର୍ବରୁ ନୀଳଗିରି ଅଯୋଧ୍ୟା ଅଞ୍ଚଳରୁ ପଞ୍ଚମରୁ ଷଷ୍ଠ ଶତାଦ୍ଦୀ ମଧ୍ୟରେ ନିର୍ମାଣ ହୋଇଥିବା ଅନେକ ଜୈନ କିର୍ତ୍ତି ଠାବ ହୋଇଛି। ସମ୍ଭବତଃ ନଦୀ ଗତିପଥ ପରିବର୍ତ୍ତନ କରିବା ପରେ ଏହି ମନ୍ଦିର ନଦୀ ଗର୍ଭରେ ଲୀନ ହୋଇଯାଇଥିଲା।

ସେପଟେ ପ୍ରତ୍ନତତ୍ତ୍ୱବିତ୍ ବିଭାଗ ଏହାର ଖନନ କରି ମନ୍ଦିରର ଅଂଶ ବିଶେଷକୁ ସଂରକ୍ଷଣ କରିବାକୁ ଦାବି ହୋଇଛି।



from Odisha Reporter https://ift.tt/2zIkIgy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages