ଇସ୍ତାହାର କମିଟିରୁ ଶ୍ରୀକାନ୍ତ ଆଉଟ୍‌, ଗଣେଶ୍ୱର ନୂଆ ଅଧ୍ୟକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 6, 2018

ଇସ୍ତାହାର କମିଟିରୁ ଶ୍ରୀକାନ୍ତ ଆଉଟ୍‌, ଗଣେଶ୍ୱର ନୂଆ ଅଧ୍ୟକ୍ଷ

CONGRESS

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟ କଂଗ୍ରେସ୍‌ ଇସ୍ତାହାର କମିଟି ଘୋଷଣା କରାଯାଇଛି। ଏଆଇସିସି ପକ୍ଷରୁ ଏହି ଘୋଷଣା କରାଯାଇଛି। ଏଥିରେ ଗଣେଶ୍ୱର ବେହେରାଙ୍କୁ ନୂଆ ଅଧ୍ୟକ୍ଷ କରାଯାଇଛି। ପୂର୍ବର ଶ୍ରୀକାନ୍ତ ଜେନା ଏହି କମିଟିର ଅଧ୍ୟକ୍ଷ ଥିଲେ।

କମିଟିର ଅନ୍ୟ ସଦସ୍ୟମାନେ ହେଲେ ଲିଆକତ ଅଲ୍ଲୀ, ସତ୍ୟପ୍ରକାଶ ନାୟକ, ବିସ୍ମୟ ମହାପାତ୍ର, ନରସିଂହ ମିଶ୍ର, ପ୍ରସାଦ ହରିଚନ୍ଦନ, ସୁଦର୍ଶନ ଦାସ, ଶ୍ୟାମସୁନ୍ଦର ହାଁସଦା, ମେରି ସୁରିନ ଓ ନଟବର ଖୁଣ୍ଟିଆ।

ନୂଆ ଇସ୍ତାହାର କମିଟିକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ୱାଗତ କରିଛନ୍ତି। ମିଳିମିଶି କାମ କରିବା ସହିତ ଶ୍ରେଷ୍ଠ ଇସ୍ତାହାର ପ୍ରସ୍ତୁତ କରିବାକୁ ସେ କମିଟିକୁ ଆହ୍ୱାନ ଦେଇଛନ୍ତି।



from Odisha Reporter https://ift.tt/2RDsMWP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages