ଦରିଙ୍ଗବାଡ଼ିରେ ଥଣ୍ଡାର ଥାର୍ଡ ଡିଗ୍ରୀ; ବିଭିନ୍ନ ସ୍ଥାନରେ ତୁଷାରପାତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 29, 2018

ଦରିଙ୍ଗବାଡ଼ିରେ ଥଣ୍ଡାର ଥାର୍ଡ ଡିଗ୍ରୀ; ବିଭିନ୍ନ ସ୍ଥାନରେ ତୁଷାରପାତ

tushar

ବାଲିଗୁଡ଼ା( ଅଜିତ୍‌ କୁମାର ନାୟକ): ସାରା ରାଜ୍ୟ ଶୀତରେ ଥରୁଥିବା ବେଳେ କନ୍ଧମାଳ ଜିଲ୍ଲାରେ ମଧ୍ୟ ପ୍ରବଳ ଜାଡ଼ ଅନୁଭୂତ ହେଉଛି। ଏଠି ସବୁଠୁ ଅଧିକ ଶୀତ ହେଉଛି।

ଓଡ଼ିଶାର କାଶ୍ମୀର କୁହାଯାଉଥିବା ଜିଲ୍ଲାର ଦାରିଙ୍ଗବାଡ଼ିରେ ଚଳିତବର୍ଷର ସର୍ବନିମ୍ନ ତାପମାତ୍ରା ଆଜି ରେକର୍ଡ କରାଯାଇଛି। ଆଜି ଏଠାରେ ତାପମାତ୍ର ୩ ଡିଗ୍ରୀ ରହିଥିଲା। ଏଥିସହ ଏହି ଅଞ୍ଚଳର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିଲା। ଧାନକ୍ଷେତ ଓ ଗାଡ଼ି ଉପରେ ବରଫର ଆସ୍ତରଣ ପଡ଼ିଥିଲା।

ପ୍ରବଳ ଥଣ୍ଡା ଯୋଗୁ ଲୋକେ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି। ଶୀତରୁ ରକ୍ଷା ପାଇବା ପାଇଁ ଲୋକ ନଆଁ ଜାଳି ବସି ରହୁଛନ୍ତି। ଏମିତିକି ଦୈନନ୍ଦିନ କାର୍ଯ୍ୟ କରିବା ଲୋକଙ୍କ ପାଇଁ କଷ୍ଟକର ହେଇପଡୁଛି।

ଦୂରଦୂରାନ୍ତରୁ ଏଠାକୁ ଆସୁଥିବା ପର୍ଯ୍ୟଟକ ଶୀତ ଓ ତୁଷାରପାତର ମଜା ନେଉଛନ୍ତି।



from Odisha Reporter http://bit.ly/2CG9R8M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages