ଜନ୍ମ ଦିନରେ କଟକରେ ଫ୍ୟାନ୍‌ ମାନଙ୍କୁ ଦେଖା କରିବେ ଅନୁଭବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 23, 2018

ଜନ୍ମ ଦିନରେ କଟକରେ ଫ୍ୟାନ୍‌ ମାନଙ୍କୁ ଦେଖା କରିବେ ଅନୁଭବ

anubhab123

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଓଲିଉଡ୍ ସୁପରଷ୍ଟାର ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କର ଜନ୍ମଦିନ। ସେ ଆଜି ୩୭ ବର୍ଷରେ ପାଦ ଥାପିଛନ୍ତି। ୧୯୮୧ ମସିହା ଡିସେମ୍ବର ୨୪ ତାରିଖରେ ସେ ଜନ୍ମ ହୋଇଥିଲେ।

ଜନ୍ମଦିନ ଅବସରରେ ଆଜି ସେ କିଛି ସମୟ ତାଙ୍କ ପ୍ରଶଂସକ ଓ ଶୁଭେଚ୍ଛୁମାନଙ୍କ ସହ ବିତାଇବେ। ଆଜି ଦିନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ସେ କଟକ ସହିଦ ଭବନ ସାମ୍ନାରେ ଫ୍ୟାନ୍ ମାନଙ୍କ ସହ ସମୟ ବିତାଇବାକୁ ସ୍ଥିର କରିଛନ୍ତି। ଏକ ଫେସ୍‌ବୁକ୍ ପୋଷ୍ଟ୍ ମାଧ୍ୟମରେ ଅନୁଭବ ଏହି ସୂଚନା ଦେଇଛନ୍ତି।

ଏକ ସାଧା କାଗଜରେ ଅନୁଭବ ଲେଖିଛନ୍ତି, “ଫ୍ୟାନ୍ସ, ମୁଁ ତୁମ ମାନଙ୍କୁ ବହୁତ ଭଲ ପାଏ। ଆଜି ସହିଦ ଭବନରେ ସାମ୍ନାରେ ଦିନ ୧୦ଟାରୁ ୧୧ଟା ମୁଁ ତୁମ ମାନଙ୍କ ସହ ଦେଖା କରିବି। ମୁଁ ତୁମ ମାନଙ୍କୁ ମୋ ପରିବାର ଭାବେ ପାଇ ବେଶ୍ ଖୁସି ଅଛି। ମୋ ଫ୍ୟାନ୍ ମାନେ ମୋ ପରିବାର।”

anubhabmohantyଏହି କାଗଜ ଧରି ଅନୁଭବ ଏକ ଫଟୋ ଉଠାଇଛନ୍ତି ଓ ତାହାକୁ ତାଙ୍କ ଅଫିସିଆଲ୍ ଫେସ୍‌ବୁକ୍ ଆକାଉଣ୍ଟରକେ ଶେୟାର କରିଛନ୍ତି।



from Odisha Reporter http://bit.ly/2SjQkjJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages