ସମସ୍ତଙ୍କ ଆଖିରେ ଧୂଳି ଦେଇ ମେଣ୍ଢା ମାରିଲା ଅଜଣା ଜନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 24, 2018

ସମସ୍ତଙ୍କ ଆଖିରେ ଧୂଳି ଦେଇ ମେଣ୍ଢା ମାରିଲା ଅଜଣା ଜନ୍ତୁ

sheep

କଟକ (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ନରାଜ ନିକଟ ଗୋପାଳସାହିରେ ଆତଙ୍କ ମଚାଇଛି ଅଜଣା ଜନ୍ତୁ। ଅଜଣା ଜନ୍ତୁ ଆକ୍ରମଣରେ ଗୋଟିଏ ମେଣ୍ଢାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଅଜଣା ଜନ୍ତୁ କୈଳାସ ସାହୁଙ୍କ ମେଣ୍ଢାଶାଳରେ ପଶି ମେଣ୍ଢାଟିକୁ ମାରି ଦେଇଛି।

ରବିବାର ରାତିରେ ନରାଜ ଅଞ୍ଚଳରେ ୧୭ଟି ମେଣ୍ଢାକୁ ଅଜଣା ଜନ୍ତୁ ମାରିଥିବା ଅଭିଯୋଗ ହୋଇଥିଲା। ଆଜି ପୁଣି ଗୋଟିଏ ମେଣ୍ଢାର ମୃତ୍ୟୁକୁ ନେଇ ଗୋପାଳ ସାହିରେ ଆତଙ୍କ ଖେଳିଯାଇଛି।

ହାତୀ ପାଇଁ ସିଡିଏ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବନ କର୍ମଚାରୀ ନରାଜ ଗୋପାଳ ସାହିରେ ପହଞ୍ଚି ଜଗିଥିଲେ। ଏହାସତ୍ତ୍ୱେ ଅଜଣା ଜନ୍ତୁ ଆସି ମେଣ୍ଢାକୁ ମାରି ଦେଇଥିବା କୁହାଯାଉଛି।



from Odisha Reporter http://bit.ly/2CxhIVX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages