ହଟହଟା ହେଲେ ବିଜେଡି ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

ହଟହଟା ହେଲେ ବିଜେଡି ବିଧାୟକ

jaeswar-6790

ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ମୁଁ ହିରୋ, ମୁଁ ଓଡ଼ିଶା କାର୍ଯ୍ୟକ୍ରମରେ ହଟହଟା ହେଲେ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ସମ୍ପରିଆ ପଞ୍ଚାୟତର କାର୍ଯ୍ୟକ୍ରମରେ ସେ ଯୋଗ ଦେବାକୁ ଯାଇଥିଲେ। ହେଲେ ପଞ୍ଚାୟତ ନିର୍ବାଚନର ଦୁଇ ବର୍ଷ ପରେ ମଧ୍ୟ ସେଠାରେ କୌଣସି ଉନ୍ନୟନମୂଳକ କାମ ହୋଇ ନଥିବା ଅଭିଯୋଗ କରି ପ୍ରତିବାଦ କରିଥିଲେ ସ୍ଥାନୀୟ ଲୋକେ।

ପଞ୍ଚାୟତ ଅଫିସ ନିର୍ମାଣ ଓ ଚତୁର୍ଦ୍ଦଶ ଅର୍ଥ କମିଶନରେ କୌଣସି କାର୍ଯ୍ୟ ହୋଇ ନଥିବାରୁ କ୍ଷୋଭ ପ୍ରକାଶ କରି ସ୍ଥାନୀୟ ସରପଞ୍ଚଙ୍କ ନେତୃତ୍ୱରେ କିଛି ଲୋକ ସ୍ଲୋଗାନ ଦେଇଥିଲେ। ଏହାକୁ ନେଇ ବିଧାୟକଙ୍କ ସମର୍ଥକଙ୍କ ସହିତ ଏକ ପ୍ରକାର ଠେଲାପେଲା ହୋଇଥିଲା। ଶେଷରେ ବିଧାୟକ ସେଠାରୁ ଫେରି ଯାଇଥିବା ଜଣାପଡ଼ିଛି



from Odisha Reporter http://bit.ly/2RltStx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages