ଏବେ ବି ରହିଛି ପ୍ରିୟଙ୍କାଙ୍କ ବିବାହ ଫଟୋର କ୍ରେଜ୍‌: ଦେଖନ୍ତୁ ବାହାଘର ବେଳର କିଛି ଫଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 7, 2018

ଏବେ ବି ରହିଛି ପ୍ରିୟଙ୍କାଙ୍କ ବିବାହ ଫଟୋର କ୍ରେଜ୍‌: ଦେଖନ୍ତୁ ବାହାଘର ବେଳର କିଛି ଫଟୋ

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ବିବାହ ପରଠୁ ଚର୍ଚ୍ଚାରେ ରହିଛନ୍ତି ପ୍ରିୟଙ୍କା ଏବଂ ନିକ୍‌। ଏହି ନବ ବିବାହିତ ଦମ୍ପତିଙ୍କ ଗୋଟେ ଗୋଟେ ଫଟୋକୁ ଦେଖିବା ପାଇଁ ଏବେ ପ୍ରଶଂସକଙ୍କ ମନରେ ନାହିଁ ନ ଥିବା ଆଗ୍ରହ। ପ୍ରିୟଙ୍କା-ନିକ୍‌ଙ୍କ ବିବାହର ପ୍ରତ୍ୟେକ ଭିଡ଼ିଓରେ ଲକ୍ଷାଧିକ ଭ୍ୟୁ ମିଳିଛି। ନିକଟରେ ବିବାହର ଆଉ କିଛି ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ପୂର୍ବରୁ ଆପଣମାନେ ପ୍ରିୟଙ୍କା ନିକ୍‌ଙ୍କୁ ବିବାହ ପୋଷାକରେ ଦେଖିଥିବେ। ଏବେ ସେହି ସୁନ୍ଦର ମୁହୂର୍ତ୍ତର ଆଉ କିଛି ଫଟୋ ଆସନ୍ତୁ ଦେଖିବା।



from Odisha Reporter https://ift.tt/2RGB4xf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages