୫ ରାଜ୍ୟର ଏକ୍‌ଜିଟ୍‌ ପୋଲ୍‌ ଫଳାଫଳ #LIVE UPDATE - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 7, 2018

୫ ରାଜ୍ୟର ଏକ୍‌ଜିଟ୍‌ ପୋଲ୍‌ ଫଳାଫଳ #LIVE UPDATE

ତେଲେଙ୍ଗାନା, ଛତିଶଗଡ଼, ମିଜୋରାମ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଧାନସଭା ନିର୍ବାଚନ ସରିଛି। ଆସନ୍ତା ୧୧ ତାରିଖରେ ଆସିବ ଫଳାଫଳ। ତା’ ପୂର୍ବରୁ ବିଭିନ୍ନ ସର୍ଭେ ସଂସ୍ଥା ପକ୍ଷରୁ ବୁଥ-ବାହୁଡ଼ା ଫଳାଫଳ ବା ‘ଏକଜିଟ୍‌ ପୋଲ୍‌’ ରେଜଲ୍ଟ ପ୍ରକାଶ ପାଇବାରେ ଲାଗିଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ୫ ରାଜ୍ୟର ନିର୍ବାଚନ ଫଳାଫଳ ଏକ ସେମିଫାଇନାଲ୍‌ ସଦୃଶ। ତେଣୁ ଏଥିରେ କିଏ ବାଜି ମାରୁଛି, ତା ଉପରେ ସମସ୍ତଙ୍କ ନଜର। ତେଲେଙ୍ଗାନାରେ ଟିଆର୍‌ଏସ୍‌ ସରକାର ରହିଥିବା ବେଳେ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି କ୍ଷମତାରେ ରହିଛି। ସେହିପରି ମିଜୋରାମରେ କଂଗ୍ରେସ ସରକାର ଗଠନ କରିଛି। 

-ଟାଇମ୍ସ ନାଓ (ମଧ୍ୟପ୍ରଦେଶ): ବିଜେପି-୧୨୬, କଂଗ୍ରେସ-୮୯, ଅନ୍ୟାନ୍ୟ-୬

-ଟାଇମ୍ସ ନାଓ(ଛତିଶଗଡ଼)- ବିଜେପି ୪୬, କଂଗ୍ରେସ-୩୫, ବିଏସ୍‌ପି+୭, ଅନ୍ୟାନ୍ୟ-୨

-ଇଣ୍ଡିଆ ଟୁଡେ(ମଧ୍ୟପ୍ରଦେଶ): ବିଜେପି ୧୦୨-୧୨୦, କଂଗ୍ରେସ, ୧୦୪-୧୨୨, ଅନ୍ୟାନ୍ୟ-୪-୧୧, ବିଏସ୍‌ପି-୧-୩

-ଇଣ୍ଡିଆ ଟୁଡେ(ମଧ୍ୟପ୍ରଦେଶ): ବିଜେପି-୫୫-୭୨, କଂଗ୍ରେସ-୧୧୯-୧୪୧,ଅନ୍ୟାନ୍ୟ-୪-୧୧

ଛତିଶଗଡ଼:

  • ମୋଟ ଆସନ ସଂଖ୍ୟା ୯୦, ମ୍ୟାଜିକ ନମ୍ବର ୪୬
  • ପୋଲ ଅଫ୍‌ ଏକଜିଟ୍‌ ପୋଲ: ବିଜେପି: ୪୦,କଂଗ୍ରେସ: ୪୩,ଅନ୍ୟାନ୍ୟ: ୫

ମଧ୍ୟପ୍ରଦେଶ:

  • ମୋଟ ଆସନ ସଂଖ୍ୟା :୨୩୦, ମ୍ୟାଜିକ୍‌ ନମ୍ବର ୧୧୬
  • ପୋଲ ଅଫ୍‌ ଏକଜିଟ୍‌ ପୋଲ: ବିଜେପି ୧୧୦, କଂଗ୍ରେସ ୧୧୦, ଅନ୍ୟାନ୍ୟ ୧୦

ତେଲେଙ୍ଗାନା:

  • ମୋଟ ଆସନ ସଂଖ୍ୟା: ୧୧୯, ମ୍ୟାଜିକ ନମ୍ବର: ୬୦
  • ପୋଲ ଅଫ୍‌ ଏକଜିଟ୍‌ ପୋଲ:ଟିଆର୍‌ଏସ୍‌, ବିଜେପି, କଂଗ୍ରେସ, ଅନ୍ୟାନ୍ୟ

ରାଜସ୍ଥାନ:

  • ମୋଟ ଆସନ ସଂଖ୍ୟା: ୧୯୯, ମ୍ୟାଜିକ ନମ୍ବର:୧୦୦
  • ପୋଲ ଅଫ୍‌ ଏକଜିଟ୍‌ ପୋଲ: ବିଜେପି:୭୮, କଂଗ୍ରେସ: ,ଅନ୍ୟାନ୍ୟ

ମିଜୋରାମ:

  • ମୋଟ ଆସନ ସଂଖ୍ୟା ୪୦, ମ୍ୟାଜିକ ନମ୍ବର ୨୧
  • ପୋଲ ଅଫ୍‌ ଏକଜିଟ୍‌: କଂଗ୍ରେସ, ବିଜେପି

 

 



from Odisha Reporter https://ift.tt/2Qijov9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages