
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତି। କୁକୁରମାନଙ୍କ ସହ ସମୟ ବିତାଇବାକୁ ସେ ଭାରି ଭଲ ପାଆନ୍ତି। ଘରେ ତାଙ୍କର ଗୋଟେ କୁକର ଅଛି, ଯାହା ସହ ଖେଳକୁଦ କରିବା, ତାକୁ ଗେଲ କରିବାକୁ ସେ ଭାରି ଭଲ ପାଆନ୍ତି । କେବଳ ଘରେ ଥିବା କୁକୁର ସହ ନୁହେଁ, ଅନୁଭବ ଘର ବାହାରେ କୁକୁରମାନଙ୍କୁ ଦେଖିଲେ ନିଜକୁ ରୋକି ପାରନ୍ତିନି। କୁକୁର ପାଖକୁ ଯାଇ ସେମାନଙ୍କ ପ୍ରତି ଥିବା ନିଜ ଭଲ ପାଇବା ଜାହିର କରନ୍ତି। ନିକଟରେ ଅନୁଭବ ବ୍ୟସ୍ତତା ଭିତରେ କେମିତି ଟିକେ ସମୟ ପାଇଲେ ତାଙ୍କ କୁକୁର ସହ ସମୟ ବିତାଇ ଖୁସି ହେଉଛନ୍ତି ତାହାର ଏକ ଭିଡିଓ ସେୟାର କରିଛନ୍ତି। ଆସନ୍ତୁ ଦେଖିବା ସେଇ ଭିଡ଼ିଓ।
from Odisha Reporter https://ift.tt/2B3COcV
No comments:
Post a Comment