ଜୋକୋଭିଚ୍‌ଙ୍କୁ ପଛରେ ପକାଇ ଶ୍ରେଷ୍ଠ ଆଥଲେଟ୍‌ ହେଲେ ଏହି ଫୁଟବଲର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

ଜୋକୋଭିଚ୍‌ଙ୍କୁ ପଛରେ ପକାଇ ଶ୍ରେଷ୍ଠ ଆଥଲେଟ୍‌ ହେଲେ ଏହି ଫୁଟବଲର୍‌

ୱାଶିଂଟନ୍‌: କ୍ରୋଏସିଆ ଫୁଟବଲ ଟିମ୍‌ର ଅଧିନାୟକ ଲୁକା ମୋଡ୍ରିଚ୍‌ଙ୍କୁ ଚଳିତ ବର୍ଷ ବିଶ୍ୱର ଶ୍ରେଷ୍ଠ କ୍ରୀଡ଼ାବିତ ଭାବେ ସମ୍ମାନଜନକ ବଳକାନ୍‌ ପୁରସ୍କାର ମିଳିଛି। ଏହି ବଳକାନ ଆଥଲେଟ ପୁରସ୍କାର ଦୌଡ଼ରେ ବିଶ୍ୱର ନମ୍ବର ଟେନିସ୍‌ ଖେଳାଳି ନୋଭାକ ଜୋକୋଭିଚ୍‌ ରହିଥିଲେ। କିନ୍ତୁ ୩୩ ବର୍ଷୀୟ ମୋଡ୍ରିଚ୍‌ ତାଙ୍କୁ ପଛରେ ପକାଇ ୭୫ ପଏଣ୍ଟ ସହ ଏହି ପୁରସ୍କାର ହାତେଇଛନ୍ତି।

ଏଭଳି ବଲକାନ ଆଥଲେଟ ପୁରସ୍କାର ପାଇବାରେ ମୋଡ୍ରିଚ୍‌ ହେଉଛନ୍ତି ବିଶ୍ୱର ଦ୍ୱିତୀୟ ଫୁଟବଲର। ଶେଷଥର ପାଇଁ ୧୯୯୪ରେ ବୁଲଗେରିଆର ଫୁଟବଲର୍‌ ବଲକାନ ଆଥଲେଟ ପୁରସ୍କାର ପାଇଥିଲେ। ସେବେଠାରୁ କୌଣସି ଫୁଟବଲ ଖେଳାଳି ଏହି ସମ୍ମାନଜନକ ପୁରସ୍କାର ପାଇବାର ସୌଭାଗ୍ୟ ପାଇନଥିଲେ। ସେହିପରି ଜୋକୋଭିଚ୍‌ ୨୦୧୧ରୁ ୨୦୧୫ ପର୍ଯ୍ୟନ୍ତ କ୍ରମାଗତ ୪ ଥର ବଲକାନ ଆଥଲେଟ ପୁରସ୍କାର ପାଇ



from Odisha Reporter http://bit.ly/2TgStNr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages