
ମୁମ୍ବାଇ: ପିଲାଦିନେ କିଛି ଗୋଟେ ସମସ୍ୟା ଆସିଲେ ସାଙ୍ଗଙ୍କୁ ଖୋଜାହୁଏ ଏବଂ ଗୋଟେ ଗୋଷ୍ଠୀ ଗଠନ କରିବାର ପ୍ରସ୍ତାବ ମଧ୍ୟ ଉଠିଥାଏ। ସାଙ୍ଗ ମେଳରେ ଯେତେସବୁ ବଦ୍ମାସୀ ଏବଂ ଛୋଟ ଭୁଲ୍ ହୋଇଥାଏ ପରବର୍ତ୍ତୀ ସମୟରେ ତାହା ମିଠା ସ୍ମୃତି ପାଲଟି ଥାଏ। ଅଗ୍ନିବର୍ଷୀ ନେତା ବାଲାସାହେବ୍ ବା ବାଲ୍ ଠାକ୍ରେଙ୍କ ଜୀବନୀକୁ ନେଇ ନିର୍ମିତ ଫିଲ୍ମ ‘ଠାକ୍ରେ’ରେ ଏଭଳି ଏକ ସଂଳାପ ରହିଛି। ଶିବସେନା ପ୍ରତିଷ୍ଠା ପୂର୍ବରୁ ବାଲାସାହେବ୍ କହୁଛନ୍ତି, “ଏକ୍ ସଙ୍ଗଠନ୍ କୀ ଶୁରୁୱାତ୍ କରନୀ ହୋଗୀ।”
ଏହା ଏବେ ଇଣ୍ଟରନେଟ୍ରେ ବିଶେଷ କରି ସୋଶାଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ଦେଖନ୍ତୁ ସେଭଳି କିଛି ଟ୍ୱିଟ୍ର ଉଦାହରଣ।
New year party plan karney keliye…#Thackeray pic.twitter.com/rAmAAhcpsI
— BRAHMA (@BrahmaUbaach) December 26, 2018
*Engineer's startup plan after graduation*#Thackeray pic.twitter.com/9oGqPrgCGN
— Tweetera
(@DoctorrSays) December 26, 2018
Every Goa plan be like #Thackeray pic.twitter.com/DNc3XGkb58
— Roshan Rai (@RoshanKrRai) December 26, 2018
#ThackerayTrailer #Thackeray
When my friend got beaten up by his crush's dad pic.twitter.com/wfx6EKU87V— Sarcastic Tweets (@Sarcastic_DNA) December 26, 2018
When there is no increment since 2 years in your job.. pic.twitter.com/LYCuQh3wc3
— Godman Chikna (@Madan_Chikna) December 26, 2018
ସଂଳାପକୁ ନେଇ MEME ଆସିବା ଏଥର ପ୍ରଥମଥର ନୁହେଁ। ପୂର୍ବରୁ ‘ରେସ୍୩’ ଫିଲ୍ମର ‘ମାଇଁ’ ବିଜିନେସ୍ ସଂଳାପ ସହିତ ସଞ୍ଜୁ ଏବଂ ନ୍ୟୁଟନ୍ ଫିଲ୍ମର ସଂଳାପକୁ ଏଭଳି MEMEର ରୂପ ଦିଆସରିଛି।
from Odisha Reporter http://bit.ly/2SiDkLb
(@DoctorrSays)
No comments:
Post a Comment