ଏଟିଏମ୍‌ ଭାଙ୍ଗିଲେ ଲୁଟେରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

ଏଟିଏମ୍‌ ଭାଙ୍ଗିଲେ ଲୁଟେରା

atm-123

ସୋର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଅଡ଼ାବଜାରରେ ଥିବା ଏକ ଏଟିଏମ୍‌କୁ ଦୁର୍ବୃତ୍ତମାନେ ଭାଙ୍ଗି ଟଙ୍କା ଲୁଟ୍‌ କରିଥିବା ଅନୁମାନ କରାଯାଉଛି। ତେବେ ଏଟିଏମ୍‌ରୁ ଟଙ୍କା ଲୁଟ୍‌ ହୋଇଛି କି ନାଁ ତାହା ଜଣାପଡ଼ିନାହିଁ।

ଗତକାଲି ବିଳମ୍ୱିତ ରାତିରେ ଦୁବୃର୍ତ୍ତମାନେ ଏସ୍‌ବିଆଇ ଏଟିଏମ୍‌କୁ ଭାଙ୍ଗିଥିଲେ। ହେଲେ ଦୋକାନୀମାନେ ଉଠି ପଡ଼ିବାରୁ ସେମାନେ ଦୌଡ଼ି ପଳାଇ ଯାଇଥିଲେ।

ସିମୁଳିଆ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।



from Odisha Reporter http://bit.ly/2SwXSA2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages