ଆଶଲି ଜାଇଲ୍ସ ହେଲେ ଇଂଲଣ୍ଡ କ୍ରିକେଟ୍‌ର ମୁଖ୍ୟ ନିର୍ଦ୍ଦେଶକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 15, 2018

ଆଶଲି ଜାଇଲ୍ସ ହେଲେ ଇଂଲଣ୍ଡ କ୍ରିକେଟ୍‌ର ମୁଖ୍ୟ ନିର୍ଦ୍ଦେଶକ

ଲଣ୍ଡନ: ପୂର୍ବତନ ଇଂଲିଶ ଟିମ୍‌ ବାମହାତୀ ସ୍ପିନ ବୋଲର ଆଶଲି ଜାଇଲ୍ସଙ୍କୁ ନୂଆ ନିଯୁକ୍ତି ମିଳିଛି। ସେ ଇଂଲଣ୍ଡ ପୁରୁଷ କ୍ରିକେଟ ଟିମ୍‌ର ମ୍ୟାନେଜିଂ ଡିରେକ୍ଟର ଭାବେ ମନୋନୀତ ହୋଇଛନ୍ତି। ଆସନ୍ତାମାସରେ ସେ ପୂର୍ବତନ ଇଂଲିଶ ଓପନର ଆଣ୍ଡ୍ର୍ୟୁ ଷ୍ଟ୍ରସ୍‌ଙ୍କ ବଦଳରେ ଏହି ଦାୟିତ୍ୱ ଗ୍ରହଣ କରିବେ।

ଆଜି ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ ପକ୍ଷରୁ ଏହି ଘୋଷଣା କରାଯାଇଛି। ଜାଇଲ୍ସ ଏକାକୀ ଅନେକ ମ୍ୟାଚ୍‌ ଇଂଲଣ୍ଡକୁ ଜିତାଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ୨୦୦୫ ଆଶେସ ସିରିଜ୍‌ ଜିତିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା।



from Odisha Reporter https://ift.tt/2PCDICg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages