ରେଳ ଲାଇନ୍ କଡ଼ରୁ ପୂର୍ବତନ ବିଧାୟକଙ୍କ ମୃତଦେହ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 9, 2018

ରେଳ ଲାଇନ୍ କଡ଼ରୁ ପୂର୍ବତନ ବିଧାୟକଙ୍କ ମୃତଦେହ ଉଦ୍ଧାର

exmla

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ଆଠମଲ୍ଲିକର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ୮୫ ବର୍ଷ ହୋଇଥିଲା।

ଗତକାଲି ସନ୍ଧ୍ୟାରେ ନାଲକୋ ଥାନା ଅନ୍ତର୍ଗତ କଇଁଫୁଲିଆ ରେଳ ଲାଇନ୍ ପାର୍ଶ୍ୱରୁ ତାଙ୍କ ରକ୍ତାକ୍ତ ମୃତଦେହକୁ ଜିଆରପି ପୁଲିସ୍ ଉଦ୍ଧାର କରିଥିଲା।

ସେ ଟ୍ରେନ୍‌ରେ ବଇଣ୍ଡା ଯାଉଥିଲେ। ତେବେ ସ୍ମରଣ ଶକ୍ତି ହ୍ରାସ ଯୋଗୁ କଇଁଫୁଲିଆରେ ଟ୍ରେନ୍‌ରୁ ଓହ୍ଲାଇବାକୁ ଚେଷ୍ଟା କରୁଥିବାବେଳେ ସେ ଖସି ପଡ଼ିଥିଲେ ଓ ସେଥିଯୋଗୁ  ତାଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଫଳରେ କିଛି ଅଂଶ ଫାଟି ଗାତ ହୋଇଯାଇଥିଲା।

ସେ ୧୯୭୧ ମସିହାରେ ଉତ୍କଳ କଂଗ୍ରେସ ତରଫରୁ ଆଠମଲ୍ଲିକରୁ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ।



from Odisha Reporter https://ift.tt/2Pue8zo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages