ଲାଇଭ୍‌ ଶୋ’ରେ ଆଙ୍କରଙ୍କ ଉପରେ ଖସିଲା ନିଆଁ ଗୋଳା, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 7, 2018

ଲାଇଭ୍‌ ଶୋ’ରେ ଆଙ୍କରଙ୍କ ଉପରେ ଖସିଲା ନିଆଁ ଗୋଳା, ଦେଖନ୍ତୁ ଭିଡିଓ

ଲାହୋର: ଟିଭି ଷ୍ଡୁଡିଓରେ ଲାଇଭ୍‌ ବିତର୍କ ବେଳେ ଜଣେ ଆଙ୍କର ସହ ଘଟିଛି ଅଜବ ଘଟଣା। ଲାଇଭ୍‌ ଶୋ’ ଚାଲିଥିବା ବେଳେ ହଠାତ୍‌ ଏକ ଜଳନ୍ତା ନିଆଁ ଗୋଳା ଆଙ୍କରଙ୍କ ଉପରେ ଖସି ପଡ଼ିଥିଲା। ଏଥିରୁ ରକ୍ଷା ପାଇବା ପାଇ ଆଙ୍କର ଜଣଙ୍କ ବିତର୍କରେ ସାମିଲ ଥିବା ଗେଷ୍ଟକୁ ଛାଡ଼ି ଦୌଡ଼ିଥିଲେ। ଏହି ଘଟଣାଟି ପାକିସ୍ତାନରେ ଘଟିଥିବା ବେଳେ ଏହାର ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ୍‌ ହେବାରେ ଲାଗିଛି।

ପାକିସ୍ତାନର ଏକ ଟିଭି ଚ୍ୟାନେଲ୍‌ରେ ଆତଙ୍କବାଦ ପ୍ରସଙ୍ଗରେ ଜଣେ ଆଙ୍କର ଅତିଥିମାନଙ୍କ ସହ ଆଲୋଚନା କରୁଥିଲେ। ଏହାର ସିଧାପ୍ରସାରଣ ମଧ୍ୟ ଚାଲିଥିଲା। ଏହି ବିତର୍କ କାର୍ଯ୍ୟକ୍ରମରେ ଆଙ୍କର ଜଣଙ୍କ ଷ୍ଡୁଡିଓରେ ଉପସ୍ଥିତ ଗେଷ୍ଟଙ୍କୁ ପ୍ରଶ୍ନ କରିଥିଲେ। ତେବେ ଏହି ସମୟରେ ହଠାତ୍‌ ଏକ ଜଳନ୍ତା ନିଆଁଗୋଳା ତାଙ୍କ ଉପରେ ଖସି ପଡ଼ିଥିଲା। ନିଆଁ କବଳରୁ ଆଙ୍କର ଜଣଙ୍କ ରକ୍ଷା ପାଇବା ପାଇଁ ସିଟ୍‌ ଛାଡ଼ି ତୁରନ୍ତ ଦୌଡ଼ି ପଳାଇଥିଲେ।

ଦେଖନ୍ତୁ ଭିଡିଓ



from Odisha Reporter https://ift.tt/2G3AYhD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages