ଧ୍ୱଂସ ପାଇବ ନିରବ ମୋଦିଙ୍କ ମୁମ୍ବାଇ ବଙ୍ଗଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 7, 2018

ଧ୍ୱଂସ ପାଇବ ନିରବ ମୋଦିଙ୍କ ମୁମ୍ବାଇ ବଙ୍ଗଳା

ମୁମ୍ବାଇ: ପଳାତକ ଘୋଷିତ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ରାୟଗଡ଼ଠାରେ ଥିବା ବିଳାସପୂର୍ଣ୍ଣ ବଙ୍ଗଳା ମାଟିରେ ମାଶିବ। ଆଜି ଏନେଇ ରାୟଗଡ଼ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ବଙ୍ଗଳାଟି ଅଲିବାଗ ସମୁଦ୍ର ନିକଟରେ ରହିଛି। କେବଳ ନିରବ ମୋଦିଙ୍କର ବଙ୍ଗଳା ନୁହେଁ ଏଠାରେ ବେଆଇନ୍‌ ଭାବେ ନିର୍ମିତ ସମସ୍ତ ୫୮ଟି ବଙ୍ଗଳାଙ୍କୁ ଭଙ୍ଗାଯିବ ବୋଲି ରାଜ୍ୟ ସରକାର ବମ୍ବେ ହାଇକୋର୍ଟଙ୍କୁ ଜଣାଇଥିଲେ। ତଦ୍‌ନୁଯାୟୀ, ବଙ୍ଗଳା ଭାଙ୍ଗିବା ପାଇଁ ନିର୍ଦ୍ଦେଶ ମିଳିଛି।

ତେବେ ଏହି ଉଚ୍ଛେଦ ପ୍ରକ୍ରିୟା ୨୦୧୦ ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କ ଋଣ ଖିଲାପ ଘଟଣାରେ ହେଉନାହିଁ। ନିରବ ମୋଦିଙ୍କୁ କିହିମଠାରେ ୩୭୬ ସ୍କୋୟାର ମିଟର ପରିମିତ ଅଞ୍ଚଳରେ ବଙ୍ଗଳା କରିବାକୁ ଅନୁମତି ମିଳିଥିଲା। କିନ୍ତୁ ସେ ୧୦୭୧ ସ୍କୋୟାର ମିଟର ପରିମିତ ଅଞ୍ଚଳରେ ବଙ୍ଗଳା ନିର୍ମାଣ କରିଥିଲେ।



from Odisha Reporter https://ift.tt/2UiCv6N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages