
ଧର୍ମଗଡ଼ (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା କୋକସରା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମୋଟେଇ ଶାଖାରୁ ୧ କୋଟି ୨୩ ଲକ୍ଷ ଟଙ୍କାର ଠକେଇ ମାମଲାରେ ଦୁଇ ଜଣ କର୍ମଚାରୀ ଗିରଫ ହୋଇଛନ୍ତି। ସେମାନେ ହେଲେ ମୋଟେଇ ଶାଖା ପରିଚାଳକ ପ୍ରବୀନ ରଞ୍ଜନ ଠାକୁର ଓ କ୍ୟାଶିୟର ଲଳିତ ଶବର।
ପ୍ରବୀର ବ୍ୟାଙ୍କ ଟଙ୍କାକୁ ନିଜ ଆକାଉଣ୍ଟକୁ ଆଣି ବିଭିନ୍ନ ଅକାଉଣ୍ଟକୁ ପଠାଇଥିବା ପୁଲିସ କହିଛି। କୌଣସି ଏକ କମ୍ପାନୀର ମନଲୋଭା ଅଫର୍ର ଶିକାର ହୋଇ ଏପରି କରିଥିବା ସେମାନେ ସ୍ୱୀକାର କରିଥିବା ପୁଲିସ୍ କହିଛି।
from Odisha Reporter http://bit.ly/2SYeNLs
No comments:
Post a Comment