ଲଞ୍ଚ୍‌ ହେବ Galaxy A8s: ଡିସ୍‌ପ୍ଲେରେ ରହିଛି ସେଲ୍‌ଫି କ୍ୟାମେରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 10, 2018

ଲଞ୍ଚ୍‌ ହେବ Galaxy A8s: ଡିସ୍‌ପ୍ଲେରେ ରହିଛି ସେଲ୍‌ଫି କ୍ୟାମେରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଉଥ୍‌ କୋରିଏନ୍‌ କମ୍ପାନୀ ସାମ୍‌ସଙ୍ଗ ନିଜର ନୂଆ ସ୍ମାର୍ଟଫୋନ୍‌ Galaxy A8s ଲଞ୍ଚ କରିବାକୁ ଯାଉଛି। ଏହି ଫୋନ୍‌ର ବିଶେଷତ୍ୱ ହେଉଛି ଫୋନ୍‌ର ଡିସ୍‌ପ୍ଲେରେ କ୍ୟାମେରା ରହିଛି। ଏହାକୁ ଡିସ୍‌ପ୍ଲେ ସେଲ୍‌ଫି କ୍ୟାମେରା କୁହାଯାଉଛି।

ଏଥିସହ ଏହି ସ୍ମାର୍ଟଫୋନ୍‌ରେ ୬.୩୯ଇଞ୍ଚର ଏଚ୍‌ଡି ଡିସ୍‌ପ୍ଲେ ରହିଛି। ଏଥିରେ ୬ଜିବି ରାମ୍‌ ୧୨୮ଜିବି ଇଣ୍ଟରନାଲ୍‌ ମେମୋରୀ ରହିଛି। ଏହି ମେମୋରି ମାଇକ୍ରୋ ଏଚ୍‌ଡି କାର୍ଡ ମାଧ୍ୟମରେ ବୃର୍ଦ୍ଧି କରାଯାଇପାରିବ।

ଏଥିରେ ୩ଟି ରିୟର କ୍ୟାମେରା ଦିଆଯାଇଛି। ପ୍ରାଇମେରୀ କ୍ୟାମେରା ୨୪ମେଗାପିକ୍ସଲ୍‌, ଦ୍ୱିତୀୟ କ୍ୟାମେରା ୪ମେଗାପିକ୍ସଲ୍‌ ତୃତୀୟ କ୍ୟାମେରା ୧୦ମେଗାପିକ୍ସଲ୍‌ର ରହିଛି। ସେଲ୍‌ଫି ପାଇଁ ସାମ୍ନାରେ ଡିସ୍‌ପ୍ଲେ ଭିତରେ କ୍ୟାମେରା ସେନ୍‌ସର ଲାଗିଛି। ଏଥିରେ ୩,୪୦୦ mAhର ବେଟେରୀ ରହିଛି।



from Odisha Reporter https://ift.tt/2RQ2WPu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages