
ସିଡ୍ନୀ: ପୁଣି ଇଣ୍ଟରନେଟ୍ରେ ବିରାଟ୍-ଅନୁଷ୍କା ଯୋଡ଼ିକୁ ନେଇ ଜୋର ଧରିଛି ଚର୍ଚ୍ଚା। ପତ୍ନୀ ଅନୁଷ୍କାଙ୍କୁ ପ୍ରଶଂସା କରିବାପାଇଁ ଏବେ ଟ୍ରଲିଂର ଶିକାର ହୋଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି।
ଆଜ୍ଞା ହଁ ସଦ୍ୟ ରିଲିଜ୍ ହୋଇଥିବା ଶାହାରୁଖ-ଅନୁଷ୍କା ଅଭିନୀତ ‘ZERO’ ଦର୍ଶକଙ୍କୁ ନିରାଶ କରିଥିଲେ ମଧ୍ୟ ବିରାଟ ଏହି ଫିଲ୍ମର ପ୍ରଶଂସା କରିବା ମହଙ୍ଗା ପଡ଼ିଛି।
ବିରାଟ୍ ଟ୍ୱିଟରରେ ଏହି ଫିଲ୍ମ ଦେଖିସାରିବା ପରେ ଲେଖିଥିଲେ, “ZERO ଫିଲ୍ମ ଦେଖିଲି ଏବଂ ଏଥିରେ ଥିବା ମନୋରଞ୍ଜନରେ ଅଭିଭୂତ ହେଲି। ସମସ୍ତେ ନିଜ ଦିଜ ଭୁମିକା ଠିକ୍ରେ ତୁଲାଇଛନ୍ତି। ବିଶେଷ କରି ଅନୁଷ୍କାଙ୍କ ଅଭିନୟ ବହୁତ ଭଲ ଲାଗିଲା, କାରଣ ତାଙ୍କ ଭୂମିକା କଷ୍ଟକର ଥିଲା କିନ୍ତୁ ସେ ସୁନ୍ଦର ଅଭିନୟ କରିଥିଲେ।”
ଏହା ପରେ ଟ୍ୱିଟ୍ର ବର୍ଷା ହୋଇଥିଲା। ହଲ୍ରୁ ନିରାଶ ଫେରିଥିବା ଦର୍ଶକମାନେ ନିଜ ନିଜର ରୋଷ ଟ୍ୱିଟ୍ ଜରିଆରେ ପ୍ରକଟ କରିଥିଲେ।
Saw @Zero21Dec and loved the entertainment it brought. I enjoyed myself. Everyone played their parts well. Loved @AnushkaSharma performance because I felt it was a very challenging role and she was outstanding.
— Virat Kohli (@imVkohli) December 23, 2018
Did #Anushka praise Indian team's performance after the 2nd test? Praise Anushka, but why praise a crap movie!! This is #Bhakti
— Gautam Wankhede (@Gautam1Kday) December 23, 2018
Ladki ka chakkar babu bhayya…ladki ka chakkar
— The Sarcastic Indian (@shahwarma) December 23, 2018
Bhai kahan paise waste kardiye… KL Rahul ko dekh liya hota.
— InGenious (@Bees_Kut) December 23, 2018
Biwi ka dar
Kgf dekh lo thodi himmat mil jayegi— Minesteller (@abhijitnaik24) December 23, 2018
from Odisha Reporter http://bit.ly/2QKIfIa






No comments:
Post a Comment