
ନୟାଗଡ଼ (ସତ୍ୟନାରାୟଣ ସୁରଜଗଦେବ): ନୟାଗଡ଼ର କରଡ଼ାବଣି ୟୁପି ସ୍କୁଲ ନିକଟରୁ ଜଣେ ବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଳକ ଜଣଙ୍କ ୭ ଦିନ ତଳେ ନିଖୋଜ ଥିଲେ। ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା।
ସେପଟେ ମୃତଦେହ ମିଳିବା ପରେ ବାଳକଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ ହୋଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ଏହା ଆତ୍ମହତ୍ୟା ଓ ହତ୍ୟା ତାହା ସ୍ପଷ୍ଟ ହୋଇନାହିଁ।
from Odisha Reporter http://bit.ly/2FMBmQ3
No comments:
Post a Comment