କଳାବ୍ୟାଜ୍‌ ପିନ୍ଧି ଡ୍ୟୁଟି କରିବେ ପୁଲିସ ଅଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 27, 2019

କଳାବ୍ୟାଜ୍‌ ପିନ୍ଧି ଡ୍ୟୁଟି କରିବେ ପୁଲିସ ଅଧିକାରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦାବି ପୂରଣ ନହେଲେ କଳାବ୍ୟାଜ୍ ପିନ୍ଧି ଡ୍ୟୁଟି କରିବେ ପୁଲିସ ଅଧିକାରୀ। ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ଦାବି ପୂରଣ ହେଉନଥିବାରୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛି ପୁଲିସ ଅଫିସର୍ସ ଅସୋସିଏସନ୍। ଦାବି ପୂରଣ ପାଇଁ ସରକାରଙ୍କୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛି ସଂଘ।

୩୦ ତାରିଖ ସୁଦ୍ଧା ସରକାର ଦାବି ପୂରଣ ନକଲେ ପୁଲିସ ଅଧିକାରୀମାନେ ଆସନ୍ତା ୩୧ ତାରିଖରୁ କଳାବ୍ୟାଜ୍ ପିନ୍ଧି ଡ୍ୟୁଟି କରିବେ ବୋଲି ସଙ୍ଘ କହିଛି। ଏପରିକି ୪ ତାରିଖରୁ ଆରମ୍ଭ ହେଉଥିବା ବିଧାନସଭା ଅଧିବେଶନ ବେଳେ ମଧ୍ୟ କଳାବ୍ୟାଜ୍ ପିନ୍ଧି ଡ୍ୟୁଟି କରିବେ ବୋଲି କହିଛନ୍ତି ସଂଘର ସଭାପତି ସତ୍ୟଜିତ୍ ମିଶ୍ର।

ସୂଚନାଯୋଗ୍ୟ, ଗ୍ରେଡ ପେ’, ସରକାରୀ ଛୁଟି ଦିନରେ କାର୍ଯ୍ୟ ପାଇଁ ପ୍ରୋତ୍ସାହନ ରାଶି, ସ୍ୱାସ୍ଥ୍ୟ ବୀମା, ସ୍ଥାୟୀ ନିଯୁକ୍ତି, ତଦନ୍ତ ସମୟରେ ଅଧିକାରୀଙ୍କୁ ଖର୍ଚ୍ଚ ପ୍ରଦାନ ଭଳି ଦାବି ରଖିଛି ସଂଘ।



from Odisha Reporter http://bit.ly/2B8AS3x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages