ଆଜିଠୁ ଅର୍ଥନୈତିକ ଅବରୋଧ; କୋଇଲା, ସିମେଣ୍ଟ ଯୋଗାଣ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 6, 2019

ଆଜିଠୁ ଅର୍ଥନୈତିକ ଅବରୋଧ; କୋଇଲା, ସିମେଣ୍ଟ ଯୋଗାଣ ବନ୍ଦ

truck1

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ତେଜୁଛି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି। ୪ ମାସ ହେଲା ସମ୍ବଲପୁରରେ ଓକିଲ ସଂଘ ତରଫରୁ ଆନ୍ଦୋଳନ ଚାଲିଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥବାରୁ ଆଜିଠାରୁ ଅର୍ଥନୈତିକ ଅବରୋଧ ଆରମ୍ଭ ହୋଇଛି।

ଆନ୍ଦୋଳନକୁ ଜୋରଦାର କରବା ପାଇଁ ଆଜିଠାରୁ ତିନି ଦିନ ଧରି ( ୭, ୮ ଓ ୯ ତାରିଖ) ଏହି ଅବରୋଧ ଚାଲିବ।

ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଏବଂ ଦେବଗଡ଼ ଜିଲ୍ଲାରେ ଅର୍ଥନୈତିକ ଅବରୋଧ ଆରମ୍ଭ ହୋଇଛି। ଏଥିପାଇଁ କୋଇଲା, ସିମେଣ୍ଟ, ଲୁହାରଡ୍‌, ବାଲି ବୋଝେଇ ଗାଡ଼ି ସହ କମ୍ପାନୀମାନଙ୍କୁ ଜିନିଷ ଯୋଗାଉଥିବା ଅନ୍ୟ ଗାଡ଼ିଗୁଡ଼ିକୁ ବିଭିନ୍ନ ସ୍ଥାନରେ ଅଟକ ରଖାଯାଉଛି।



from Odisha Reporter http://bit.ly/2C2ZKcK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages