ନବୀନ ସରକାରଙ୍କ ଉପରେ ଚାଷୀ କ୍ଷୁବ୍ଧ, ଶହ ଶହ ଲିଟର କ୍ଷୀର ଢାଳି ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ନବୀନ ସରକାରଙ୍କ ଉପରେ ଚାଷୀ କ୍ଷୁବ୍ଧ, ଶହ ଶହ ଲିଟର କ୍ଷୀର ଢାଳି ଦେଲେ

କେନ୍ଦୁଝର(ଓଡ଼ିଶା ରିପୋର୍ଟର):କେନ୍ଦୁଝରରେ ଦୁଗ୍ଧ ଚାଷୀଙ୍କୁ ଅଭିନବ ପ୍ରତିବାଦ। ସରକାର ଦାବି ନ ଶୁଣିବାରୁ ରାଜରାସ୍ତାରେ କ୍ଷୀର ଢାଳି ପ୍ରତିବାଦ କରିଛନ୍ତି ଚାଷୀ। ଦୀର୍ଘ ୫ ବର୍ଷ ହେଲା ବିଭିନ୍ନ ଦାବି ନେଇ ରାଜ୍ୟ ସରକାରଙ୍କୁ ଜଣାଇଥିଲେ ବି ଏନେଇ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଚାଷୀମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛନ୍ତି । କ୍ଷୀରର ସର୍ବନିମ୍ନ ମୂଲ୍ୟ ବୃଦ୍ଧି, ଡିଏମ୍ଏଫ୍ ଫଣ୍ଡରୁ ଦୁଗ୍ଧ ଉତ୍ପାଦକ ସମବାୟ ସମିତିର ସଭ୍ୟଙ୍କୁ ଆର୍ଥିକ ସହାୟତା ଭଳି ୫ଟି ଦାବି କରି ଆସୁଛନ୍ତି ଚାଷୀ। ହେଲେ ସରକାର ନ ଶୁଣିବାରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ଶହ ଶହ ଲିଟର କ୍ଷୀର ଢାଳି ପ୍ରତିବାଦ କରିଛନ୍ତି ଚାଷୀ।



from Odisha Reporter http://bit.ly/2Ggb8Wv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages