ନଦୀ କୂଳରେ ବାଘର ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ନଦୀ କୂଳରେ ବାଘର ମୃତଦେହ

tiger

ପାଲଲହଡ଼ା (ରବିନାରାୟଣ ପ୍ରଧାନ): ଅନୁଗୋଳ ଜିଲ୍ଲା ପାଲଲହଡ଼ାର ଖମାର ରେଞ୍ଜ୍ ନିକଟ ମାଙ୍କଡ଼ଚୁଆ ପାଖରୁ ବ୍ରାହ୍ମଣୀ ନଦୀ କୂଳରୁ ଏକ ବାଘର ମୃତଦେହ ଉଦ୍ଧାର କରାଯାଇଛି। ଏହା ଏକ କଲରାପତରିଆ ବାଘ ବୋଲି ଜଣାପଡ଼ିଛି।

ଆଜି ସକାଳେ ଗାଁର କିଛି ଲୋକ ଶୌଚ କରିବାକୁ ନଦୀ ପାଖକୁ ଯାଇଥିଲେ। ସେହି ସମୟରେ ସେଠାରେ ସେମାନେ ବାଘଟି ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ।
ଏହା ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ।

ବାଘର ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ବାଘଟି ପାଣିରେ କେଉଁଠାରୁ ଭାସି ଆସିଛି ବୋଲି ଅନୁମାନ କରାଯାଉଛି।



from Odisha Reporter http://bit.ly/2Rv2biQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages