ଅଷ୍ଟ୍ରେଲିଆନ ଓପନ୍‌ ଫାଇନାଲ୍‌ରେ ନାଡାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

ଅଷ୍ଟ୍ରେଲିଆନ ଓପନ୍‌ ଫାଇନାଲ୍‌ରେ ନାଡାଲ

ମେଲବର୍ଣ୍ଣ: ବିଶ୍ୱର ୨ନଂ ଖେଳାଳି ତଥା ସ୍ପେନ୍‌ ତାରକା ରାଫେଲ ନାଡାଲ ଅଷ୍ଟ୍ରେଲିଆନ ଓପନ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସେ ସେମିଫାଇନାଲ୍‌ରେ ଗ୍ରୀସ୍‌ର ଉଦ୍‌ୟମାନ ତାରକା ତଥା ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ଓପନ୍‌ ସେମିଫାଇନାଲ୍‌ରେ ପ୍ରବେଶ କରିଥିବା ଷ୍ଟିଫାନୋ ସିତିପାସଙ୍କୁ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ମ୍ୟାଚ୍‌ ଆରମ୍ଭରୁ ସିତିପାସଙ୍କ ଉପରେ ନାଡାଲ ଚାପ ସୃଷ୍ଟି କରିଥିଲେ। ନାଡାଲ ପ୍ରଥମ ସେଟ୍‌କୁ ୬-୨, ଦ୍ୱିତୀୟ ସେଟ୍‌କୁ ୬-୪ରେ ଜିତି ନେଇଥିଲେ। ତୃତୀୟ ସେଟ୍‌କୁ ମଧ୍ୟ ନାଡାଲ ଏକପାଖିଆ ଭାବେ ୬-୦ରେ ଜିତି ସିତିପାସଙ୍କ ଅଭିଯାନକୁ ଶେଷ କରିଦେଇଥିଲେ। ନାଡାଲ ଏହି ବିଜୟ ସହ ୫ମ ଥର ପାଇଁ ଅଷ୍ଟ୍ରେଲିଆ ଓପନ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।



from Odisha Reporter http://bit.ly/2sMewAo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages