ପୁଲିସ୍‌ ଅଫିସରଙ୍କ ନାବାଳକ ପୁଅର ସନ୍ଦେହଜନକ ମୃତ୍ୟୁ; ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 5, 2019

ପୁଲିସ୍‌ ଅଫିସରଙ୍କ ନାବାଳକ ପୁଅର ସନ୍ଦେହଜନକ ମୃତ୍ୟୁ; ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

bbsr11

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଏଠାରେ ଜଣେ ପୁଲିସ୍ ଅଧିକାରୀଙ୍କ ନାବଳକ ପୁଅର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।

ଏହି ପୁଲିସ୍ ଅଫିସର୍‌ ଜଣଙ୍କ ହେଲେ ଭୁବନେଶ୍ୱର ଏସିପି ସଞ୍ଜୀବ ଶତପଥୀ।

ତାଙ୍କ ପୁଅ ଭୁବନେଶ୍ୱରର ଏକ ଘରୋଇ ସ୍କୁଲ୍‌ରେ ପାଠ ପଢ଼ୁଥିଲେ। ସେ ସପ୍ତମ ଶ୍ରେଣୀର ଛାତ୍ର ଥିଲେ।

ସଞ୍ଜୀବଙ୍କ ପୁଅଙ୍କ ମୃତଦେହକୁ ତାଙ୍କ ସରକାରୀ ବାସଭବନରୁ ଫ୍ୟାନ୍‌ରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ଏସିପି ସଞ୍ଜୀବ ଶତପଥୀ ଭୁବନେଶ୍ୱର ସ୍ପେଶାଲ୍ ସ୍କ୍ୱାଡ୍‌ରେ ଅଛନ୍ତି।

ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।



from Odisha Reporter http://bit.ly/2TqCjRq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages