ପ୍ରଥମ ଦିନରୁ ଟ୍ରୋଲ୍ ହେଲେ ସିରାଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ପ୍ରଥମ ଦିନରୁ ଟ୍ରୋଲ୍ ହେଲେ ସିରାଜ୍‌

ଆଡେଲେଡ୍‌: ଆଜି ଆଡେଲେଡ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରୁ ନିଜର ଅନ୍ତର୍ଜାତୀୟ କ୍ୟାରିଅର ଆରମ୍ଭ କରିଥିବା ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ୍ ନିଜର ଦୁର୍ବଳ ପ୍ରଦର୍ଶନ ପାଇଁ ଟ୍ୱିଟର୍‌ରେ ହଟହଟା ହୋଇଛନ୍ତି। ସମ୍ପୂର୍ଣ୍ଣ ୧୦ ଓଭର ବୋଲିଂ କରିଥିବା ସିରାଜ୍‌ ୭୬ ରନ୍‌ ବ୍ୟୟ କରିଥିଲେ ମଧ୍ୟ ଗୋଟିଏ ମଧ୍ୟ ୱିକେଟ୍‌ ହାତେଇପାରିନଥିଲେ।

ପ୍ରଥମରୁ ଏପରି ପ୍ରଦର୍ଶନ ଫଳରେ ତାଙ୍କଠାରୁ ବହୁତ କିଛି ଆଶା ରଖିଥିବା ତାଙ୍କ ପ୍ରଶଂସକମାନେ ବିଗିଡ଼ିଯାଇଛନ୍ତି। ସେମାନେ ଏହା ମଧ୍ୟ କହିବା ଆରମ୍ଭ କରିଦେଇଛନ୍ତି ଯେ, ବର୍ତ୍ତମାନ ଯେଉଁ ବୋଲରମାନଙ୍କୁ ନେଇ ଭାରତ ଓହ୍ଲାଇଛି, ସିରାଜ୍‌ ସେଥିରେ ବୋଝ ପରି।

ଦେଖନ୍ତୁ ସେହିଭଳି କିଛି ଟ୍ୱିଟ୍‌।



from Odisha Reporter http://bit.ly/2RqfkJT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages