
ନୂଆଦିଲ୍ଲୀ: ୭୦ତମ ସାଧାରଣତନ୍ତ୍ର ଦିବସ ପାଳନରେ ବ୍ୟସ୍ତ ସମଗ୍ର ଦେଶର ଦେଶବାସୀ ଏବଂ ବିଶ୍ୱର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଭାରତୀୟମାନେ। ଆଉ ଏଭଳି ପବିତ୍ର ଅବସରରେ ଆମ କ୍ରୀଡ଼ାବିତ୍ମାନେ ମଧ୍ୟ ଦେଶବାସୀଙ୍କୁ ବାଦ୍ ପଡ଼ିନାହାନ୍ତି।
ଅନେକ ସମୟରେ ଭାରତକୁ ପ୍ରତିନିଧିତ୍ୱ କରି ବିଦେଶ ମାଟିରେ ତ୍ରିରଙ୍ଗା ଉଡ଼ାଇଥିବା ଏହି ଖେଳାଳିମାନେ ଆଜି ସୋଶାଲ ମିଡିଆରେ ତ୍ରିରଙ୍ଗା ଛାଇଦେଇଥିଲେ।
ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ୍ ହର୍ଶେଲ୍ ଗିବ୍ସ ମଧ୍ୟ ଭାରତୀୟ ପ୍ରଶଂସକ ଏବଂ ବନ୍ଧୁମାନଙ୍କ ଉଦ୍ଦେଶ୍ୟରେ ଏଭଳି ଏକ ଅଭିନନ୍ଦନ ପଠାଇଛନ୍ତି। ଦେଖନ୍ତୁ ସେହିଭଳି କିଛି ଦେଶାତ୍ମବୋଧକ ଟ୍ୱିଟ୍।
Happy republic day
#RepublicDay2019 pic.twitter.com/wfcumTXOx6
— Herschelle Gibbs (@hershybru) January 26, 2019
Warm Republic Day greetings to all Indians.
On this special occasion, let's take a collective step forward, towards a strong, healthy and prosperous India.
Jai Hind! #HappyRepublicDay2019— Sachin Tendulkar (@sachin_rt) January 26, 2019
Happy Republic Day
pic.twitter.com/XIhoWxiDgz
— Saina Nehwal (@NSaina) January 26, 2019
Happy Republic Day to everyone
— Sania Mirza (@MirzaSania) January 26, 2019
सभी देशवासियों को #गणतंत्रदिवस की शुभकामनाएं।
जय हिन्द! pic.twitter.com/rxiB68lAdZ
— Harbhajan Turbanator (@harbhajan_singh) January 26, 2019
Celebrating the spirit of India and wishing you all a very #HappyRepublicDay2019
pic.twitter.com/rCkoLOrsWh
— Jasprit bumrah (@Jaspritbumrah93) January 26, 2019
from Odisha Reporter http://bit.ly/2UiLqEl
No comments:
Post a Comment