ଡିଜିପି ନିଯୁକ୍ତି ପାଇଁ ରାଜ୍ୟର ଆବେଦନ ସୁପ୍ରିମକୋର୍ଟରେ ଖାରଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 16, 2019

ଡିଜିପି ନିଯୁକ୍ତି ପାଇଁ ରାଜ୍ୟର ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ: ୟୁପିଏସ୍‌ସି ବଦଳରେ ରାଜ୍ୟର ଆଭ୍ୟନ୍ତରୀଣ କମିଟି ଦ୍ୱାରା ଡିଜିପି ନିଯୁକ୍ତି କରିବା ପାଇଁ ହୋଇଥିବା ଆବେଦନକୁ ଆଜି ଦେଶର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏଭଳି ପ୍ରକ୍ରିୟାରେ ଡିଜିପି ନିଯୁକ୍ତି ଦେବାକୁ ଆବେଦନ କରି ପଞ୍ଜାବ, ବିହାର, ପଶ୍ଚିମବଙ୍ଗ, କେରଳ ଓ ହରିଆଣା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ସୁପ୍ରିମକୋର୍ଟ ୟୁପିଏସ୍‌ସି ସଚିବଙ୍କୁ ଆଇପିଏସ୍‌ ଅଫିସରମାନଙ୍କ ତାଲିକା ପ୍ରସ୍ତୁତ କରି ରାଜ୍ୟମାନଙ୍କରେ ଡିଜିପି ନିଯୁକ୍ତି କରିବାକୁ କହିଛନ୍ତି।
ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ବସିଥିବା ଖଣ୍ଡପୀଠ କହିଛନ୍ତି, “ପୂର୍ବରୁ ରାଜ୍ୟଗୁଡ଼ିକରେ ଡିଜିପି ଚୟନ ଓ ନିଯୁକ୍ତି ସଂପୃକ୍ତ ରାଜ୍ୟ ନୁହେଁ ବରଂ ୟୁପିଏସ୍‌ସି କରିବ ବୋଲି କୁହାଯାଇଥିଲା। କାରଣ ଏହା ଲୋକଙ୍କ ସ୍ୱାର୍ଥ ସହ ଜଡ଼ିତ। ତେଣୁ ଡିଜିପି ନିଯୁକ୍ତି ରାଜନୀତିକ ପୃଷ୍ଠପୋଷକତାରୁ ଦୂରେଇ ରହିବା ଉଚିତ।”



from Odisha Reporter http://bit.ly/2HfGO08

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages