କଂଗ୍ରେସକୁ ଫେରିବେ କି ବରୁଣ ଗାନ୍ଧି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 25, 2019

କଂଗ୍ରେସକୁ ଫେରିବେ କି ବରୁଣ ଗାନ୍ଧି ?

ନୂଆଦିଲ୍ଲୀ: ପ୍ରିୟଙ୍କା ଗାନ୍ଧି ରାଜନୀତିକୁ ଆସିବା ପରେ ଗାନ୍ଧି ପରିବାର ଏକାଠି ହେବାର ସଙ୍କେତ ମିଳିଛି। ଏପରି ସ୍ଥିତିରେ କ’ଣ ବିଜେପି ସାଂସଦ ତଥା ରାହୁଲ ଗାନ୍ଧିଙ୍କ ଦାଦା ପୁଅ ଭାଇ ବରୁଣ ଗାନ୍ଧି କ’ଣ କଂଗ୍ରେସକୁ ଫେରିବେ କି? ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଆଜି ଏ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ରାହୁଲ ଗାନ୍ଧି। ଭୁବନେଶ୍ୱରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାହୁଲ କହିଛନ୍ତି,“ ବରୁଣ ଗାନ୍ଧି କଂଗ୍ରେସ ଫେରିବେ ବୋଲି ଯେଉଁ ଚର୍ଚ୍ଚା ହେଉଛି, ସେକଥା ମୁଁ ଆଦୌ ଜାଣିନାହିଁ। ତେଣୁ ଏଥିରେ କେତେ ସତ୍ୟତା ଅଛି, ସେକଥା ମୁଁ ଜାଣିନାହିଁ।”

ବରୁଣ ଗାନ୍ଧି ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧିଙ୍କ ପୁଅ। ବରୁଣ ବିଜେପି ଟିକେଟ୍‌ରୁ ଉତ୍ତର ପ୍ରଦେଶର ସୁଲତାନପୁରରୁ ଲୋକସଭାକୁ ଯାଇଛନ୍ତି।



from Odisha Reporter http://bit.ly/2B5eJ63

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages