ଚିକିତ୍ସା ପାଇଁ ପୁଣି ଆମେରିକା ଗଲେ ଜେଟଲୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ଚିକିତ୍ସା ପାଇଁ ପୁଣି ଆମେରିକା ଗଲେ ଜେଟଲୀ!

ନୂଆଦିଲ୍ଲୀ: କିଡ୍‌ନୀ ପ୍ରତିରୋପଣ କରିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ କାହାକୁ କିଛି ନ ଜଣାଇ ଗୋପନୀୟ ଢଙ୍ଗରେ ପୁଣିଥରେ ଚିକିତ୍ସା ପାଇଁ ଆମେରିକା ଯାଇଥିବା ଜଣାପଡ଼ିଛି। ୨୦୧୮ ମସିହା ମେ’ ୧୪ରେ କିଡ୍‌ନୀ ପ୍ରତିରୋପଣ କରିବାର ୯ ମାସ ପର୍ଯ୍ୟନ୍ତ ଶ୍ରୀ ଜେଟଲୀ ବିଦେଶ ଗସ୍ତ କରି ନଥିଲେ। ଗତବର୍ଷ ଏପ୍ରିଲରେ ଲଣ୍ଡନଠାରେ ଅନୁଷ୍ଠିତ ହୋଇଥିବା ୧୦ମ ଭାରତ-ବ୍ରିଟେନ୍‌ ଅର୍ଥନୀତିକ ଆଲୋଚନାକୁ ମଧ୍ୟ ସେ ଅସୁସ୍ଥତା କାରଣରୁ ଯାଇ ନଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ରବିବାର ରାତିରେ ଶ୍ରୀ ଜେଟଲୀ ଚିକିତ୍ସା ପାଇଁ ଆମେରିକା ଯାଇଛନ୍ତି। ତେବେ ସେ କେବେ ଫେରିବେ ଏବଂ କେଉଁ ଚିକିତ୍ସା ପାଇଁ ହଠାତ ଆମେରିକା ଯାଇଛନ୍ତି ତାହା ଜଣାପଡ଼ିନି।

ଫେବୃଆରୀ ୧ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ଜେଟଲୀ ବଜେଟ୍‌ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।



from Odisha Reporter http://bit.ly/2RrThCL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages