ଜଳିଗଲା ବିସ୍ଥାପିତଙ୍କ ବସ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

ଜଳିଗଲା ବିସ୍ଥାପିତଙ୍କ ବସ୍ତି

fire,,,,

ବାରିପଦା(ମାଣିକ ଲାଲ ପାଣି): ମୟୂରଭଞ୍ଜ ଜିଲ୍ଳା କରିଞ୍ଜିଆ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଞ୍ଚଳ ଅନ୍ତର୍ଗତ ସିଆଳନଇ ଗାଁର ୧୬ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଏଥିରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

୨୦୧୮ ଜୁନ୍‌ ମାସରେ ଶିମିଳିପାଳ ଅଭୟାରଣ୍ୟରୁ ବିସ୍ଥାପିତ ହୋଇଥିବର ଲୋକଙ୍କୁ ସିଆଳନଇ ଗାଁରେ ଆଣି ରଖାଯାଇଥିଲା। ତେବେ ଗତକାଲି ରାତିରେ କୌଣସି କାରଣରୁ ସେମାନଙ୍କ ବସ୍ତିରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବାର କାରଣ ଜଣା ପଡ଼ିନାହିଁ।

ଘଟଣା ପରେ ସ୍ଥାନୀୟ ବିଡିଓ, ତହସିଲଦାର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ବିସ୍ଥାପିତ ମାନେ ଖଡ଼ିଆ ଓ ମାଙ୍କିଡ଼ିଆ ସଂପ୍ରଦାୟର।



from Odisha Reporter http://bit.ly/2UeKdh9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages