ଅତନୁ ଓ ଅରୁଣଙ୍କ କୁଶପୁତ୍ତଳିକା ଦାହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 31, 2019

ଅତନୁ ଓ ଅରୁଣଙ୍କ କୁଶପୁତ୍ତଳିକା ଦାହ

ମହାକାଳପଡ଼ା(ଓଡ଼ିଶା ରିପୋର୍ଟର):ମହାକାଳପଡ଼ାରେ ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ଉଭୟଙ୍କୁ ସିବି‌ଆଇ ନୋଟିସ୍ ପରେ ଦୁହିଁଙ୍କ ଇସ୍ତଫା ଦାବି କରି କୁଶପୁତ୍ତଳିକା ଦାହ କରିଛି ମହାକାଳପଡ଼ା ବ୍ଲକ କଂଗ୍ରେସ । ଶିଳିପୁର ସ୍ଥିତ ୫ ନମ୍ବର ଜାତୀୟ ରାଜପଥ ନିକଟରେ କଂଗ୍ରେସ କର୍ମୀମାନେ କୁଶପୁତ୍ତଳିକା ଦାହ କରିବା ସହ ବିଜେଡି ବିରୋଧୀ ସ୍ଳୋଗାନ ଦେଇଥିଲେ।



from Odisha Reporter http://bit.ly/2GdcYHB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages