ବିଜେପି ନେତାଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିବୁ କହିଲେ ବିଏସ୍‌ପି ନେତା, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 16, 2019

ବିଜେପି ନେତାଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିବୁ କହିଲେ ବିଏସ୍‌ପି ନେତା, ଦେଖନ୍ତୁ ଭିଡିଓ

ଲକ୍ଷ୍ନୌ: ଦୀର୍ଘଦିନର ଶତ୍ରୁତା ପରେ ଅଖିଲେଶ ଯାଦବ ଓ ମାୟାବତୀ ହାତ ମିଳାଇଛନ୍ତି। ଏହି ମେଣ୍ଟ ପରେ ବିଏସ୍‌ପିର ଜଣେ ନେତା ସାଧାରଣ ସଭାରେ ଦେଇଥିବା ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ବିଏସ୍‌ପି ବିଧାୟକ ବିଜୟ ଯାଦବ କହିଛନ୍ତି, “ଆମେ ବିଜେପି ବାଲାଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିବୁ। ଭୟଭୀତ ହେବାର କୌଣସି କାରଣ ନାହିଁ। ଆଜି ସେମାନଙ୍କୁ ନାନି ମନେପଡ଼ି ଯାଇଥିବ। କାରଣ ବିଏସ୍‌ପି-ସପା ଆଜି ଏକାଠି ହୋଇଯାଇଛନ୍ତି। ଖାଲି ଅପେକ୍ଷା କରନ୍ତୁ ଆଗକୁ କ’ଣ ହେଉଛି।”

ମୋରଦାବାଦ ଠାରେ ମାୟାବତୀଙ୍କ ଜନ୍ମଦିନ ପାଇଁ ଆୟୋଜିତ ଏକ ସାଧାରଣ ସଭାରେ ଶ୍ରୀ ଯାଦବ ଏଭଳି ବୟାନ ଦେଇଛନ୍ତି।

ଦେଖନ୍ତୁ ଭିଡିଓ



from Odisha Reporter http://bit.ly/2QQibXm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages