ପଡ଼ିଆରେ ଅଭ୍ୟାସ ବେଳେ ଚାଲିଗଲା କ୍ରିକେଟର୍‌ଙ୍କ ପ୍ରାଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 16, 2019

ପଡ଼ିଆରେ ଅଭ୍ୟାସ ବେଳେ ଚାଲିଗଲା କ୍ରିକେଟର୍‌ଙ୍କ ପ୍ରାଣ

କୋଲକାତା:  କ୍ରିକେଟ ପଡିଆରେ ଖେଳାଳିଙ୍କ ମୃତ୍ୟୁ। ମଙ୍ଗଳବାର କୋଲକାତାର ଏକ ପଡ଼ିଆରେ ପ୍ରାକ୍ଟିସ୍‌ କରୁଥିବାବେଳେ ଉଦୀୟମାନ କ୍ରିକେଟର୍‌ ଅନିକେତ୍‌ ଶର୍ମାଙ୍କ ଅକାଳ ମୃତ୍ୟୁ ଘଟିଛି। ଅନିକେତ୍‌ ପଡ଼ିଆରେ ଅଭ୍ୟାସ କରୁଥିବାବେଳେ ହଠାତ ତଳେ ଖସିପଡ଼ିଥିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ଅନିକେତ୍‌ଙ୍କୁ ମୃତ ଘୋଷଣା କରିଥିଲେ।

୨୧ ବର୍ଷୀୟ ଅନିକେତ୍‌ ଜଣେ ଭଲ ସ୍ପିନର୍‌ ଥିଲେ। ଏହା ସହ ତାଙ୍କର ବ୍ୟାଟିଂ ଦକ୍ଷତା ମଧ୍ୟ ଥିଲା ବୋଲି ଅନିକେତ୍‌ଙ୍କ କୋଚ୍‌ କହିଛନ୍ତି।



from Odisha Reporter http://bit.ly/2VW7wy5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages