କେଜ୍ରିୱାଲ୍‌ଙ୍କ ଝିଅକୁ ଅପହରଣ ଧମକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

କେଜ୍ରିୱାଲ୍‌ଙ୍କ ଝିଅକୁ ଅପହରଣ ଧମକ

ନୂଆଦିଲ୍ଲୀ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଝିଅଙ୍କୁ ଅପହରଣ ଧମକ। ଇମେଲରେ ଏହି ଧମକ ଆସିବା ପରେ କେଜ୍ରିୱାଲଙ୍କ ପରିବାର ସଦସ୍ୟଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇଦିଆଯାଇଛି । ଏନେଇ ଆମଆଦିମୀ ପାର୍ଟିର ଜଣେ ସଦସ୍ୟ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ‘ଆମେ ତୁମ ଝିଅକୁ ଉଠାଇ ନେବୁ, ତାଙ୍କୁ ବଞ୍ଚାଇବା ପାଇଁ ଯାହା ବି କର।’ ଜଣେ ଅଜଣା ଆକାଉଣ୍ଟରୁ ଏମିତି ଧମକ କେଜ୍ରିୱାଲଙ୍କ ପାଖକୁ ଆସିଛି। ଦିଲ୍ଲୀର ସାଇବର ସେଲ୍‌ ଏହାର ତଦନ୍ତ କରୁଛି।



from Odisha Reporter http://bit.ly/2RqrEKb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages