
ବାଲିଗୁଡ଼ା (ଅଜିତ ନାୟକ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁର ବଙ୍ଗଡ଼ଦୁଆ ଘାଟିରେ ମିନିଟ୍ରକ୍ ଓଲଟି ୭ ଜଣଙ୍କ ମୃତ୍ୟୁ ଘଟି ଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ମୃତାହତମାନେ ବ୍ରାହ୍ମଣୀଗାଁରେ ଏକ ଚର୍ଚ୍ଚରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଦିନ ପ୍ରାୟ ୧୧ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଯେମିତି ଅବସ୍ଥାରେ କିଛି ଲୋକଙ୍କ ମୃତଦେହ ପଡ଼ିଥିଲା, ତାହା ଦେଖିଲେ ଦେହ ଶୀତେଇ ଯାଉଥିଲା। ଏଠାରେ କିଛି ଫଟୋରେ ଦେଖନ୍ତୁ ଦୁର୍ଘଟଣା ପରେ ସେ ସ୍ଥାନର କିଛି ଦୃଶ୍ୟ-






from Odisha Reporter http://bit.ly/2CGwoB0
No comments:
Post a Comment